ଭୁବନେଶ୍ବର: ଭୋର ସମୟରେ ଅଚାନକ ଲିଙ୍ଗରାଜ ମନ୍ଦିର ଗସ୍ତ କଲେ ୫ଟି ସଚିବ । ବୁଧବାର ଭୋର ୪ଟା ବେଳେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଲିଙ୍ଗରାଜ ମନ୍ଦିର ଯାଇ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।
ଅଚାନକ ଲିଙ୍ଗରାଜ ମନ୍ଦିର ଗସ୍ତରେ 5ଟି ସଚିବ - ଲିଙ୍ଗରାଜ ମନ୍ଦିର ଗସ୍ତରେ 5ଟି ସଚିବ
ବୁଧବାର ଭୋର ୪ଟା ବେଳେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଲିଙ୍ଗରାଜ ମନ୍ଦିର ଯାଇ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...
5ଟି ସଚିବଙ୍କ ଅଚାନକ ଲିଙ୍ଗରାଜ ମନ୍ଦିର ଗସ୍ତ
ଏହି ପ୍ରକଳ୍ପ ଗୁଡିକ ଅଗ୍ରଗତିର ସମୀକ୍ଷା କରିବା ପାଇଁ ଆଜି ୫ଟି ସଚିବ ଲିଙ୍ଗରାଜ ମନ୍ଦିର ଯାଇ ସେଠାରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବେଳେ ପୂର୍ତ୍ତ ସଚିବ କିଶନ କୁମାର, ଖୋର୍ଦ୍ଧା ଏଡିଏମ୍, ମନୋରଞ୍ଜନ ମଲ୍ଲିକ ଓ ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କ ସମେତ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ