ଭୁବନେଶ୍ବର: ଭିନ୍ନ ଢ଼ଙ୍ଗରେ ଚାଲିଥିଲା ବ୍ରାଉନସୁଗାର ଡେଲିଭରୀ । କୋର୍ଡ଼ରେ ଠାର ବେଳେ ଜାଣିଲେ ଲୋକେ। ସନ୍ଦେହରେ ପୋଲିସକୁ ଖବର ଦେଲା ପରେ ସ୍କୁଲ କଡ଼ରେ ବ୍ରାଉନସୁଗାର ଡେଲିଭରୀ ବେଳେ ଦୁଇ ଜଣକୁ କାବୁ କଲା ପୋଲିସ ।
ସ୍କୁଲ କଡ଼ରେ ବ୍ରାଉନସୁଗାର ଡେଲିଭରି, ୫ ଲକ୍ଷ ମୂଲ୍ୟର ପାଉଡର ଜବତ - brown sugar seized near school
ବୁଦ୍ଧେଶ୍ବରୀ ସ୍କୁଲ ନିକଟରେ ବ୍ରାଉନସୁଗାର ଡେଲିଭରୀ ବେଳେ ୫୧ ଗ୍ରାମ ଜବତ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଦୁଇଜଣ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...
ସ୍କୁଲ କଡ଼ରେ ବ୍ରାଉନସୁଗାର ଡେଲିଭରୀ, ୫ ଲକ୍ଷର ବ୍ରାଉନସୁଗାର ଜବତ
ଏମିତି ଢ଼ଙ୍ଗରେ ବୁଦ୍ଧେଶ୍ବରୀ ସ୍କୁଲ ନିକଟରେ ବ୍ରାଉନସୁଗାର ଡେଲିଭରୀ ବେଳେ ୫୧ ଗ୍ରାମ ଜବତ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ। ଦୁଇଜଣ ଅଭିଯୁକ୍ତ ଡ଼ମ୍ବୁରଧର ବିଶ୍ବାଳ, ସେକ ୟାସିନକୁ ଗିରଫ କରିଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ