ଓଡିଶା

odisha

ETV Bharat / city

ରେକର୍ଡ ଭାଙ୍ଗୁଛି କୋରୋନା; ଆଜି ସର୍ବାଧିକ 4270 ଆକ୍ରାନ୍ତ ଚିହ୍ନଟ - odisha corona update

ଅଣାୟତ ହେଉଛି କୋରୋନା । ଆଜି ସର୍ବାଧିକ 4270 ପଜିଟିଭ ଚିହ୍ନଟ । ହୋମ କ୍ବାରେଣ୍ଟିନରୁ 2478 ଚିହ୍ନଟ ହୋଇଥିବା ବେଳେ 1792 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ରାଜ୍ୟରେ ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରେକର୍ଡ ଭାଙ୍ଗୁଛି କୋରୋନା; ଆଜି ସର୍ବାଧିକ 4270 ପଜିଟିଭ ଚିହ୍ନଟ
ରେକର୍ଡ ଭାଙ୍ଗୁଛି କୋରୋନା; ଆଜି ସର୍ବାଧିକ 4270 ପଜିଟିଭ ଚିହ୍ନଟ

By

Published : Sep 16, 2020, 11:44 AM IST

ଭୁବନେଶ୍ବର: ଅଣାୟତ ହେଉଛି କୋରୋନା । ଆଜି ସର୍ବାଧିକ 4270 ପଜିଟିଭ ଚିହ୍ନଟ । ହୋମ କ୍ବାରେଣ୍ଟିନରୁ 2478 ଚିହ୍ନଟ ହୋଇଥିବା ବେଳେ 1792 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ରାଜ୍ୟରେ ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରେ 876 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରେ 147, ବାଲେଶ୍ବରରେ 150, ବରଗଡରେ 183, ଭଦ୍ରକରେ 55, ବଲାଙ୍ଗୀରରେ 97, ବୌଦ୍ଧରେ 22, କଟକରେ 374, ଦେଓଗଡରେ 18, ଢେଙ୍କାନାଳରେ 63, ଗଜପତିରେ 58, ଗଂଜାମରେ 68, ଜଗତସିଂହପୁରରେ 188, ଯାଜପୁରରେ 162, ଝାରସୁଗୁଡା 121, କଳାହାଣ୍ଡିରେ 44, କନ୍ଧମାଳରେ73, କେନ୍ଦ୍ରାପଡାରେ 99, କେନ୍ଦୁଝରରେ 87, କୋରାପୁଟରେ 83, ମାଲକାନଗିରିରେ 64, ମୟୂରଭଞ୍ଜରେ 131, ନବରଙ୍ଗପୁରରେ 86, ନୟାଗଡରେ 47, ନୂଆପଡାରେ 119, ପୁରୀରେ 287, ରାୟଗଡାରେ 80, ସମ୍ବଲପୁରରେ 114, ସୋନପୁରରେ 74, ସୁନ୍ଦରଗଡରେ 38, ଷ୍ଟେଟ ପୁଲ 262 ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 162920ରେ ପହଞ୍ଚି ଥିବାବେଳେ ସୁସ୍ଥ ହୋଇଛନ୍ତି 125748 । ଏବେ ଆକ୍ଟିଭ ମାମଲା ରହିଛି 36473 ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details