ଓଡିଶା

odisha

ETV Bharat / city

ରାଜ୍ୟରେ ଦିନକରେ 4101 କୋରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାରେ ସର୍ବାଧିକ

ରାଜ୍ୟରେ ଆଜି (ଶୁକ୍ରବାର) କୋରୋନାରୁ 4101ଜଣ ଆରୋଗ୍ୟ ହୋଇଛନ୍ତି । ଏହି ସଂଖ୍ୟା ମଧ୍ୟରେ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 782 ଜଣ ସୁସ୍ଥ ହୋଇଛନ୍ତି ।

By

Published : Sep 18, 2020, 8:56 PM IST

4141 patients recovered from covid-19 in odisha on friday
ରାଜ୍ୟରେ ଦିନକରେ 4101 କୋରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଆଜି (ଶୁକ୍ରବାର) କୋରୋନାରୁ 4101 ଜଣ ଆରୋଗ୍ୟ ହୋଇଛନ୍ତି । ଏହି ସଂଖ୍ୟା ମଧ୍ୟରେ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ରହିଛନ୍ତି ।

ଆଜି ଆରୋଗ୍ୟ ହୋଇଥିବା 4101ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 782 ଜଣ, କଟକରୁ 550, ପୁରୀରୁ 298, ବଲାଙ୍ଗୀରରୁ 193, ଯାଜପୁରରୁ 169, କେନ୍ଦ୍ରାପଡାରୁ 132, ସୋନପୁରରୁ 121, ଜଗତସିଂହପୁର ଓ ନବରଙ୍ଗପୁରରୁ 115, ନୂଆପଡାରୁ 112, କନ୍ଧମାଳରରୁ 102, ଗଞ୍ଜାମରୁ 98, ବରଗଡରୁ 94, ରାୟଗଡାରୁ 89, ବାଲେଶ୍ବରରୁ 80, ସମ୍ବଲପୁରରୁ 78, ଭଦ୍ରକରୁ 77, କେନ୍ଦୁଝରରୁ 77, କୋରାପୁଟରୁ 75, କଳାହାଣ୍ଡିରୁ 71, ଝରସୁଗୁଡ଼ାରୁ 59, ଢେଙ୍କାନାଳରୁ 52, ମୟୂରଭଞ୍ଜରୁ 49, ନୟାଗଡରୁ 47, ବୌଦ୍ଧରୁ 38, ମାଲକାନଗିରିରୁ 34, ଗଜପତିରୁ 25, ସୁନ୍ଦରଗଡରୁ 23, ଅନୁଗୁଳରୁ 16, ଦେଓଗଡରୁ 10 ଓ ଷ୍ଟେଟ ପୋଲରୁ 320 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା 137567ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details