ଓଡିଶା

odisha

ETV Bharat / city

ସୁସ୍ଥ ହେଉଛି ରାଜ୍ୟ, ଆଜି ଦିନକରେ 4098 କୋରୋନା ଆକ୍ରାନ୍ତ ସୁସ୍ଥ - ସୁସ୍ଥ ହେଉଛି ରାଜ୍ୟ

ଭଲ ଖବର । ଦିନକରେ ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 4098। ରାଜ୍ୟରେ କୋରୋନା ଆରୋଗ୍ୟରେ 2 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି । ଆଜକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 206400

ସୁସ୍ଥ ହେଉଛି ରାଜ୍ୟ, ଆଜି ଦିନକରେ 4098 କୋରୋନା ଆକ୍ରାନ୍ତ ସୁସ୍ଥ
ସୁସ୍ଥ ହେଉଛି ରାଜ୍ୟ, ଆଜି ଦିନକରେ 4098 କୋରୋନା ଆକ୍ରାନ୍ତ ସୁସ୍ଥ

By

Published : Oct 5, 2020, 7:45 PM IST

ଭୁବନେଶ୍ବର: ଧିରେ ଧିରେ ସୁସ୍ଥ ହେବାରେ ଲାଗିଛି ରାଜ୍ୟ । ରାଜ୍ୟରେ ସୁସ୍ଥ ସଂଖ୍ୟା 2 ଲକ୍ଷ ପାର କରିଛି । ଆଜି 30 ଟି ଜିଲ୍ଲରେ 4098 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ 704 ଜଣ ଆରୋଗ୍ୟ ହୋଇଥିବା ଜଣାପଡିଛି ।

କଟକରେ 386, ଅନୁଗୋଳରେ 186, ବାଲେଶ୍ବରରେ 336, ନୂଆପଡାରେ 209, ଅନୁଗୋଳରେ 165, ମୟୂରଭଞ୍ଜରେ 139, କେନ୍ଦୁଝରରେ 131, ଜଗତସିଂହପୁରରେ 123, କେନ୍ଦ୍ରାପଡାରେ 123, ଯାଜପୁରରେ 116, ବରଗଡରେ 110, ଢେଙ୍କାନାଳରେ 107, ପୁରୀରେ 104, ସୁନ୍ଦରଗଡରେ 82, ଝାରସୁଗୁଡ଼ାରେ 81, ନୟାଗଡରେ 79, ସମ୍ବଲପୁରରେ 78, କଳାହାଣ୍ଡିରେ 73, ନବରଙ୍ଗପୁରରେ 73, ବଲାଙ୍ଗୀରରେ 70, କୋରାପୁଟ ରେ 67, କନ୍ଧମାଳରେ 65, ବୌଦ୍ଧରେ 61, ସୋନପୁରରେ 46, ଗଞ୍ଜାମରେ 42, ରାୟଗଡାରେ 42, ଗଜପତି ରେ 36, ମାଲକାନଗିରିରେ 23, ଦେଓଗଡରେ 15 ଓ ଷ୍ଟେଟ ପୋଲରେ 287 ସୁସ୍ଥ ହୋଇଛନ୍ତି।

ତେବେ ଆଜକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 206400ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details