ଭୁବନେଶ୍ବର: କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ 4052 ଆକ୍ରାନ୍ତ । ବୁଧବାର ମହାମାରୀ କୋରୋନା ପଞ୍ଝାରୁ ମୁକ୍ତ ହେଲେ 30 ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ 4052 ରୋଗୀ । ତେବେ ଏଯାଏଁ ସମୁଦାୟ 1 ଲକ୍ଷ 57 ହଜାର 265 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ବୁଧବାର ଖୋର୍ଦ୍ଧାରୁ ସର୍ବାଧିକ 716, କଟକରୁ 378, ସୁନ୍ଦରଗଡରୁ 182, ପୁରୀରୁ 181, ଜଗତସିଂହପୁରରୁ 164, ଯାଜପୁରରୁ 152, ଝାରସୁଗୁଡାରୁ 150, ରାୟଗଡାରୁ 146, ମୟୂରଭଞ୍ଜରୁ 138, କେନ୍ଦ୍ରାପଡାରୁ 129 ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ସମ୍ବଲପୁରରୁ 128, ସୁବର୍ଣ୍ଣପୁରରୁ 126, ଅନୁଗୋଳରୁ 122, ନୂଆପଡାରୁ 121, ବାଲେଶ୍ବରରୁ 111, ନବରଙ୍ଗପୁରରୁ 101, ବରଗଡରୁ 97, କୋରାପୁଟରୁ 91, କେନ୍ଦୁଝରରୁ 83, କଳାହାଣ୍ଡିରୁ 79, କନ୍ଧମାଳରୁ 72, ଢେଙ୍କାନାଳରୁ 71, ଭଦ୍ରକରୁ 65, ଗଞ୍ଜାମରୁ 55, ନୟାଗଡରୁ 45, ବଲାଙ୍ଗୀରରୁ 44, ମାଲକାନଗିରିରୁ 36, ଦେବଗଡରୁ 20, ବୌଦ୍ଧରୁ 17, ଗଜପତିରୁ 15 ଏବଂ ଷ୍ଟେଟ୍ ପୁଲରୁ 217 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ମହାମାରୀ କୋରୋନା ପଞ୍ଝାରୁ ମୁକ୍ତ ହେଲେ ଆଉ 4052 - କୋରୋନା ପଞ୍ଝାରୁ ମୁକ୍ତ ହେଲେ ଆଉ 4052
କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ 4052 ଆକ୍ରାନ୍ତ । ବୁଧବାର ମହାମାରୀ କୋରୋନା ପଞ୍ଝାରୁ ମୁକ୍ତ ହେଲେ 30 ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ 4052 ରୋଗୀ । ଅଧିକ ପଢନ୍ତୁ...
ମହାମାରୀ କୋରୋନା ପଞ୍ଝାରୁ ମୁକ୍ତ ହେଲେ ଆଉ 4052
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ