ଭୁବନେଶ୍ବର: ଗୋଟିଏ ଦିନରେ ରାଜ୍ୟରେ 4018 ଜଣ ଆରୋଗ୍ୟ ହୋଇଛନ୍ତି । ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ । ରାଜ୍ୟରେ ସୁସ୍ଥ ସଂଖ୍ୟା ଏକ ଲକ୍ଷ ପାର ହୋଇଥିବାବେଳେ ରବିବାର 30ଟି ଜିଲ୍ଲାରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ 840 ଜଣ ଆରୋଗ୍ୟ ହୋଇଛନ୍ତି ।
ସେହପରି କଟକରେ 434, ପୁରୀରେ 274, ବାଲେଶ୍ୱରରେ194, କେନ୍ଦ୍ରାପଡାରେ 139, ସୁବର୍ଣ୍ଣପୁରରେ 136, ଜଗତସିଂହପୁରରେ 126, ଯାଜପୁରରେ 120, ଅନୁଗୋଳରେ 116, ରାୟଗଡାରେ 113, ଝାରସୁଗୁଡ଼ାରେ 111, ଭଦ୍ରକରେ 104, ବରଗଡରେ 95, ସମ୍ବଲପୁରରେ 90, ସୁନ୍ଦରଗଡରେ 90, କୋରାପୁଟରେ 88, ମୟୂରଭଞ୍ଜରେ 83, ନୂଆପଡାରେ 77 ଜଣ ସୁସ୍ଥ ହୋଇଛନ୍ତି ।