ଭୁବନେଶ୍ବର: ହୁ ହୁ ହୋଇ ବଢୁଛି କୋରୋନା ଆତଙ୍କ । ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ପରେ ବି ରାଜ୍ୟରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ରାଜ୍ୟରେ ଆହୁରି 4 ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି ।
ରାଜ୍ୟରେ ଆହୁରି 4 ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 54କୁ ବୃଦ୍ଧି - ଓଡିଶାରେ କୋରୋନା ଅପଡେଟ
ଶନିବାର ରାଜ୍ୟରେ ଆହୁରି 4 ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ବର୍ତ୍ତମାନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 54ରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ...
![ରାଜ୍ୟରେ ଆହୁରି 4 ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 54କୁ ବୃଦ୍ଧି corona in odisha, corona update, coronavirus news, corona update in odisha, covid-19, ଓଡିଶାରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍, କୋରୋନା ଅପଡେଟ, ଓଡିଶାରେ କୋରୋନା ଅପଡେଟ, କୋଭିଡ-19](https://etvbharatimages.akamaized.net/etvbharat/prod-images/768-512-6757243-288-6757243-1586627157975.jpg)
ରାଜ୍ୟରେ ଆହୁରି 4 ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 54କୁ ବୃଦ୍ଧି
ଶନିବାରର ଏହି 4 କୋରୋନା ଆକ୍ରାନ୍ତ ଚିହ୍ନଟ ସହ ବର୍ତ୍ତମାନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 54ରେ ପହଞ୍ଚିଛି । ସେପଟେ ଏଯାବତ୍ 12 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏନେଇ ଟ୍ବିଟ ଯୋଗେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ