ଓଡିଶା

odisha

ETV Bharat / city

ଭୁବନେଶ୍ୱର ଏମ୍ସରେ 4 ଡାକ୍ତରଙ୍କୁ କୋରୋନା - ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର ଏମ୍ସର ଚାରି ଜଣ ଡାକ୍ତର କୋରୋନା ସଂକ୍ରମିତ । ତିନି ଜଣ ଡାକ୍ତର ସିନିଅର ହୋଇଥିବାବେଳେ ଜଣେ ଜୁନିଅର ରେସିଡେଣ୍ଟ ଡାକ୍ତର ଆକ୍ରାନ୍ତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

4-doctor-corona-positive
4-doctor-corona-positive

By

Published : Jun 9, 2020, 8:32 PM IST

ଭୁବନେଶ୍ୱର: ଏମ୍ସରେ 4 ଜଣ ଡାକ୍ତରଙ୍କ ଠାରେ କୋରୋନା ପଜିଟିଭ । 3 ଜଣ ସିନିଅର ଓ ଜଣେ ଜୁନିଅର ରେସିଡେଣ୍ଟ ଡାକ୍ତର ଆକ୍ରାନ୍ତ।

3 ଜଣ ଏସଆର ସର୍ଜରୀ, ପାଥୋଲୋଜି ଓ ଫାର୍ମାକଲୋଜି ବିଭାଗର ଡାକ୍ତର ହୋଇଥିବା ବେଳେ ଜୁନିଅର ରେସିଡେଣ୍ଟ ଡାକ୍ତର ଚର୍ମ ବିଭାଗର ବୋଲି ଜଣାପଡିଛି। ସମସ୍ତ ଆକ୍ରାନ୍ତ ଡ଼ାକ୍ତର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details