ଓଡିଶା

odisha

ETV Bharat / city

Odisha Covid Recovery Report: ସୁସ୍ଥ ହେଲେ 386 କୋଭିଡ ସଂକ୍ରମିତ - କୋରୋନା ଆରୋଗ୍ୟ ଅପଡେଟ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 386 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 46 ହଜାର 617କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid Recovery Report :  ସୁସ୍ଥ ହେଲେ 386 କୋଭିଡ ସଂକ୍ରମିତ
Odisha Covid Recovery Report : ସୁସ୍ଥ ହେଲେ 386 କୋଭିଡ ସଂକ୍ରମିତ

By

Published : Jan 9, 2022, 9:06 PM IST

ଭୁବନେଶ୍ବର :ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 386 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 46 ହଜାର 617କୁ ବୃଦ୍ଧି ହୋଇଛି । କଟକ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୦୯ ଜଣ । କଟକ ପରେ ଖୋର୍ଦ୍ଧାରୁ ୧୦୮ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

ସୁନ୍ଦରଗଡରୁ ୨୫, ଝାରସୁଗୁଡାରୁ ୨୩, ସମ୍ବଲପୁରରୁ ୧୫, ବାଲେଶ୍ବରରୁ ୧୨ ଓ ଅନୁଗୋଳରୁ ୧୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ପୁରୀରୁ ୧୧, ମୟୂରଭଞ୍ଜରୁ ୯, ଢେଙ୍କାନାଳରୁ ୮, ଜଗତସିଂହପୁରରୁ ୭, ନବରଙ୍ଗପୁରରୁ ୭, ଗଞ୍ଜାମରୁ ୪, ନୟାଗଡରୁ ୩, ଭଦ୍ରକରୁ ୨, ବରଗଡରୁ ୨, ଯାଜପୁରରୁ ୨ ଓ କେନ୍ଦ୍ରାପଡାରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୨୬ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details