ଓଡିଶା

odisha

By

Published : Apr 24, 2021, 7:57 PM IST

ETV Bharat / city

ରାଜ୍ୟରେ ସୁସ୍ଥ ହେଲେ 3 ହଜାର 464 କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ 3ହଜାର 464 କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥହାର 3ଲକ୍ଷ 59ହଜାର 467କୁ ବୃଦ୍ଧି । ଅଧିକ ପଢନ୍ତୁ...

ରାଜ୍ୟରେ ସୁସ୍ଥ ହେଲେ 3ହଜାର 464 କରୋନା ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ 3ହଜାର 464 କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ 3ହଜାର 464 କରୋନା ଆକ୍ରାନ୍ତ । ସୁନ୍ଦରଗଡରୁ ସର୍ବାଧିକ 629 ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ 441, ନୂଆପଡାରୁ 339, କଳାହାଣ୍ଡିରୁ 259, କଟକରୁ 209, ନବରଙ୍ଗପୁରରୁ 172, ସମ୍ବଲପୁରରୁ 151, ବରଗଡରୁ 137, ବଲାଙ୍ଗୀରରୁ 132, କେନ୍ଦୁଝରରୁ 131, ପୁରୀରୁ 114, ଝାରସୁଗୁଡାରୁ 106 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ସୁସ୍ଥ ହେଲେ 3ହଜାର 464 କରୋନା ଆକ୍ରାନ୍ତ

ସେହିପରି ମୟୂରଭଞ୍ଜରୁ 71, ବାଲେଶ୍ବରରୁ 66, ଗଞ୍ଜାମରୁ 56, ଅନୁଗୁଳରୁ 44, ଯାଜପୁରରୁ 43, ରାୟଗଡାରୁ 37, ଭଦ୍ରକରୁ 33, ଗଜପତିରୁ 33, ଜଗତସିଂହପୁରରୁ 23, ଢେଙ୍କାନାଳରୁ 21, ନୟାଗଡରୁ 21, ସୋନପୁରରୁ 19, କନ୍ଧମାଳରୁ 16, ଦେଓଗଡରୁ 15, ମାଲକାନଗିରିରୁ 15, ବୌଦ୍ଧରୁ 13, କୋରାପୁଟରୁ 13, କେନ୍ଦ୍ରାପଡାରୁ 11, ଓ ଷ୍ଟେଟପୁଲରୁ 94 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥହାର 3ଲକ୍ଷ 59ହଜାର 467ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details