ଓଡିଶା

odisha

ETV Bharat / city

ରାଜ୍ୟରେ ଗୋଟିଏ ଦିନରେ 343 ଆକ୍ରାନ୍ତ ଚିହ୍ନଟ - କୋରୋନା ସଂକ୍ରମଣ

ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା। 30ଟି ଜିଲ୍ଲାରେ 343 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ...

ରାଜ୍ୟରେ ଗୋଟିଏ ଦିନରେ 343 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଗୋଟିଏ ଦିନରେ 343 ଆକ୍ରାନ୍ତ ଚିହ୍ନଟ

By

Published : Dec 10, 2020, 12:28 PM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି 343 ଆକ୍ରାନ୍ତ । ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 197 ଚିହ୍ନଟ ହୋଇଥିବା ବେଳେ, 146 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ଅନୁଗୋଳ 32, ବାଲେଶ୍ବରରେ 17, ବରଗଡରେ 18, ଭଦ୍ରକରେ 4, ବଲାଙ୍ଗୀରରେ 19, କଟକରେ 21, ଢେଙ୍କାନାଳରେ 3, ଗଞ୍ଜାମରେ 8, ଜଗତସିଂହପୁରରେ 13, ଯାଜପୁରରେ 8, ଝାରସୁଗୁଡ଼ାରେ 8, କଳାହାଣ୍ଡିରେ 10, କେନ୍ଦ୍ରାପଡାରେ 8, କେନ୍ଦୁଝରରେ 14, ଖୋର୍ଦ୍ଧାରେ 32, ମାଲକାନଗିରିରରେ 5, ମୟୂରଭଞ୍ଜରେ 20, ନୂଆପଡାରେ 12, ନୟାଗଡ ରେ 2, ପୁରୀରେ 22 ରାୟଗଡାରେ 2, ସମ୍ବଲପୁରରେ 15, ସୁନ୍ଦରଗଡରେ 41, ଷ୍ଟେଟ ପୋଲ 7।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 22 ହାଜର 642, ସୁସ୍ଥ ହୋଇଛନ୍ତି 3 ଲକ୍ଷ 17 ହଜାର 412 ଜଣ ଓ ସକ୍ରିୟ ଅଛନ୍ତି 3 ହଜାର 383 ତେବେ ରାଜ୍ୟରେ ମୋଟ ଟେଷ୍ଟ 6281162 ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details