ଓଡିଶା

odisha

ETV Bharat / city

ରାଜ୍ୟ କୋରୋନାରେ ଆରୋଗ୍ୟ ହେଲେ 3363, ଖୋର୍ଦ୍ଧାରେ ସର୍ବାଧିକ 806 - କୋରୋନା ଆରୋଗ୍ୟ

ରାଜ୍ୟରେ ସୁସ୍ଥ ସଂଖ୍ୟା ଏବେ ଏକ ଲକ୍ଷ ପାର ହୋଇଥିବାବେଳେ ଆଜି 30ଟି ଜିଲ୍ଲାରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ।

vରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 3363
ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 3363

By

Published : Sep 13, 2020, 8:49 PM IST

ଭୁବନେଶ୍ବର: ଗୋଟିଏ ଦିନରେ ରାଜ୍ୟରେ 3363 ଜଣ ଆରୋଗ୍ୟ ହୋଇଛନ୍ତି । ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ । ରାଜ୍ୟରେ ସୁସ୍ଥ ସଂଖ୍ୟା ଏବେ ଏକ ଲକ୍ଷ ପାର ହୋଇଥିବାବେଳେ ଆଜି 30ଟି ଜିଲ୍ଲାରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ।

ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 3363

ତେବେ ଖୋର୍ଦ୍ଧାରେ ସର୍ବାଧିକ 806 ଜଣ ଆରୋଗ୍ୟ ହୋଇଥିବାବେଳେ କଟକରେ 348, ମୟୂରଭଞ୍ଜରେ 206, ପୁରୀରେ 280, ରାୟଗଡାରେ 173, ଭଦ୍ରକରେ 144, ସୁନ୍ଦରଗଡରେ 120, ଝାରସୁଗୁଡ଼ାରେ 119, ବରଗଡରେ 116, ଗଞ୍ଜାମରେ 110, କଳାହାଣ୍ଡିରେ 89, ସୋନପୁରରେ 87, କନ୍ଧମାଳରେ 85, କୋରାପୁଟରେ 71, ବାଲେଶ୍ୱରରେ 66, ସମ୍ବଲପୁରରେ 66, ବୌଦ୍ଧରେ 65, ନୟାଗଡରେ 58, କେନ୍ଦୁଝରରେ 51, କେନ୍ଦ୍ରାପଡାରେ 44, ଯାଜପୁରରେ 40, ବଲାଙ୍ଗୀରରେ 39, ଜଗତସିଂହପୁରରେ 31, ଗଜପତିରେ 29, ଅନୁଗୁଳରେ 28, ଢେଙ୍କାନାଳରେ 25, ନବରଙ୍ଗପୁରରେ 24, ମାଲକାନଗିରିରରେ 22, ନୂଆପଡାରେ 17, ଦେଓଗଡରେ 4 ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 118642 ଜଣ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details