ଭୁବନେଶ୍ବର: ରାଜ୍ୟରେ ଶନିବାର 3217 କୋରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ସୁସ୍ଥ ସଂଖ୍ୟା 115279ରେ ପହଞ୍ଚିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଲୋକ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ 3217 - 3217 new corona recoveries in the state
ରାଜ୍ୟରେ ଶନିବାର 3217 କୋରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ସୁସ୍ଥ ସଂଖ୍ୟା 115279ରେ ପହଞ୍ଚିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଲୋକ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ସଂଖ୍ୟା ଏକ ଲକ୍ଷ ପାର ହୋଇଛି । ଶନିବାର ସୁସ୍ଥ ଲୋକଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ 647 ଜଣ ରହିଥିବା ବେଳେ କଟକରେ 275, ମୟୂରଭଞ୍ଜରେ 281, ବରଗଡରେ 218, ରାୟଗଡାରେ 206, ଗଞ୍ଜାମରେ 126, କେନ୍ଦୁଝରରେ 116, ଯାଜପୁରରେ 112, କୋରାପୁଟରେ 112, ପୁରୀରେ 103, ଝାରସୁଗୁଡ଼ାରେ 96, ନବରଙ୍ଗପୁର, ନୂଆପଡା ଓ ସୁନ୍ଦରଗଡରେ 79, ସମ୍ବଲପୁରରେ 75, ଅନୁଗୋଳ ଢେଙ୍କାନାଳରେ 69 ଜଣ, କେନ୍ଦ୍ରାପଡାରେ 59, ଭଦ୍ରକରେ 54, ଜଗତସିଂହପୁରରେ 54, ସୋନପୁରରେ 53, ବାଲେଶ୍ୱରରେ 49, ବଲାଙ୍ଗୀରରେ 49, ନୟାଗଡରେ 49, କନ୍ଧମାଳରେ 36, ମାଲକାନଗିରିରେ 28, ଗଜପତିରେ 21, କଳାହାଣ୍ଡିରେ 12, ବୌଦ୍ଧରେ 7 ଜଣ ଓ ଦେଓଗଡରେ 4 ଜଣ ସୁସ୍ଥ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ