ଓଡିଶା

odisha

By

Published : Dec 23, 2020, 1:30 PM IST

ETV Bharat / city

ରାଜ୍ୟରେ କୋରୋନା ନେଲା ଆଉ 3 ଜୀବନ, ମୃତ୍ୟୁ ସଂଖ୍ୟା 1846କୁ ବୃଦ୍ଧି

ଆଜି(ବୁଧବାର) ରାଜ୍ୟରେ କୋରୋନାରେ 365 ନୂତନ ସଂକ୍ରମିତ ଚିହ୍ନଟ ସହିତ 3 ଜଣ ନୂଆ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନା ନେଲା ଆଉ 3 ମୁଣ୍ଡ, ମୃତ୍ୟୁ ସଂଖ୍ୟା 1846କୁ ବୃଦ୍ଧି
ରାଜ୍ୟରେ କୋରୋନା ନେଲା ଆଉ 3 ମୁଣ୍ଡ, ମୃତ୍ୟୁ ସଂଖ୍ୟା 1846କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି କୋରୋନା ସଂକ୍ରମଣ । ବର୍ତ୍ତମାନ ଦୈନିକ 4 ଶହ ଭିତରେ ରହୁଛି ସଂକ୍ରମଣ ସଂଖ୍ୟା। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବ ଅପେକ୍ଷା ବହୁ ସଂଖ୍ୟାରେ ହ୍ରାସ ପାଉଛି।

ବୁଧବାର ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ରାଜ୍ୟରେ ପୁଣି କୋରୋନାରେ 3 ଜଣଙ୍କର ପ୍ରାଣ ଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 1846କୁ ବୃଦ୍ଧି ପାଇଛି । କୋରୋନାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ବାଲେଶ୍ବରର ଜଣେ 80 ବର୍ଷୀୟ ପୁରୁଷ ଥିବାବେଳେ, ଭୁବନେଶ୍ବରର ଜଣେ 68 ବର୍ଷର ପୁରୁଷ ଓ ସୁନ୍ଦରଗଡର ଜଣେ 64 ବର୍ଷର ପୁରୁଷ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details