ଓଡିଶା

odisha

ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, 24 ଘଣ୍ଟାରେ 2697 ଆକ୍ରାନ୍ତ ଚିହ୍ନଟ - ରାଜ୍ୟରେ ଦିନକରେ 2697 ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ । ଆଜି 30 ଜିଲ୍ଲାରୁ 2697 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନରୁ 1576 ଚିହ୍ନଟ ହୋଇଥିବା ବେଳେ 1121 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ରାଜ୍ୟରେ କମୁଛି ସଂକ୍ରମଣ, ଗତ 24 ଘଣ୍ଟାରେ  2697 ନୂଆ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ କମୁଛି ସଂକ୍ରମଣ, ଗତ 24 ଘଣ୍ଟାରେ 2697 ନୂଆ ଆକ୍ରାନ୍ତ ଚିହ୍ନଟ

By

Published : Oct 9, 2020, 12:17 PM IST

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ । ଆଜି 30 ଜିଲ୍ଲାରୁ 2697 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନରୁ 1576 ଚିହ୍ନଟ ହୋଇଥିବା ବେଳେ 1121 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ 482 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ 234, ଅନୁଗୋଳରୁ 107, ବାଲେଶ୍ବରରେ 115, ବରଗଡରେ 86, ଭଦ୍ରକରେ 66, ବଲାଙ୍ଗୀରରେ 62, ବୌଦ୍ଧରେ 31, ଦେଓଗଡରେ 15, ଢେଙ୍କାନାଳରେ 45, ଗଜପତିରେ 8, ଗଞ୍ଜାମରେ 45, ଜଗତସିଂହପୁରରେ 65, ଯାଜପୁରରେ 118, ଝରସୁଗୁଡ଼ାରେ 77, କଳାହାଣ୍ଡିରେ 45, କନ୍ଧମାଳରେ 34 ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରେ 69, କେନ୍ଦୁଝରରେ 75, କୋରାପୁଟରେ 45, ମାଲକାନଗିରିରେ 40, ମୟୂରଭଞ୍ଜରେ 134, ନବରଙ୍ଗପୁର ରେ 51, ନୟାଗଡରେ 38, ନୂଆପଡାରେ 153, ପୁରୀରେ 64, ରାୟଗଡାରେ 3, ସମ୍ବଲପୁରରେ 107, ସୋନପୁରରେ 69, ସୁନ୍ଦରଗଡରେ 120, ଷ୍ଟେଟପୁଲରୁ 94 ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 246839 ଥିବାବେଳେ , ସୁସ୍ଥ ହେଇଛନ୍ତି 216984 ଜଣ ଓ ସକ୍ରିୟ 28811 । ରାଜ୍ୟରେ ଏବେ ସୁଦ୍ଧା ମୋଟ 3664678 ଟେଷ୍ଟ ସରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details