ଓଡିଶା

odisha

ETV Bharat / city

ରାଜ୍ୟରେ 2602 ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,03,536 - odisha corona

ଆଜି ପୁଣି 2602 ପଜିଟିଭ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଣ୍ଟାଇନରୁ 1561 ଓ ସ୍ଥାନୀୟ ସଂକ୍ରମଣ 1041 ଚିହ୍ନଟ ହୋଇଛନ୍ତି । ଆଜକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା 103536ରେ ପହଞ୍ଚିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ 2602 ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,03,536
ରାଜ୍ୟରେ 2602 ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,03,536

By

Published : Aug 31, 2020, 12:43 PM IST

ଭୁବନେଶ୍ୱର: ଆଜି ପୁଣି 2602 ପଜିଟିଭ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଣ୍ଟାଇନରୁ 1561 ଓ ସ୍ଥାନୀୟ ସଂକ୍ରମଣ 1041 ଚିହ୍ନଟ ହୋଇଛନ୍ତି । ଆଜକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା 103536ରେ ପହଞ୍ଚିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ 2602 ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,03,536

ଖୋର୍ଦ୍ଧାରେ 616 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଅନୁଗୋଳରେ 14 ଜଣ, ବାଲେଶ୍ୱରରେ 103 ଜଣ, ବରଗଡରେ 82 ଜଣ, ଭଦ୍ରକରେ 47, ବଲାଙ୍ଗୀରରେ 42 , ବୌଦ୍ଧରେ 9, କଟକରେ 236, ଦେଓଗଡରେ 3, ଢେଙ୍କାନାଳରେ 67, ଗଜପତିରେ 7, ଗଞ୍ଜାମରେ 190, ଜଗତସିଂହପୁରରେ 82, ଯାଜପୁରରେ 103, ଝାରସୁଗୁଡ଼ାରେ 85, କନ୍ଧମାଳରେ 17, କେନ୍ଦ୍ରାପଡାରେ 128, କେନ୍ଦୁଝରରେ 86, ଖୋର୍ଦ୍ଧାରେ 616, କୋରାପୁଟରେ 127, ମାଲକାନଗିରିରେ 80, ମୟୂରଭଞ୍ଜରେ 72, ନବରଙ୍ଗପୁରରେ 18, ନୟାଗଡରେ 91, ନୂଆପଡାରେ 16, ପୁରୀରେ 46, ରାୟଗଡାରେ 54, ସମ୍ବଲପୁରରେ 78, ସୋନପୁରରେ 21, ସୁନ୍ଦରଗଡରେ 19 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ 2602 ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,03,536

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 103536ରେ ପହଞ୍ଚିଛି । ଏବେକୁ 723233 ସୁସ୍ଥ ହୋଇଥିବାବେଳେ 29758 ସକ୍ରିୟ ଅଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ 1789433 ଟେଷ୍ଟ ହୋଇଛି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details