ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୧୨ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୯ ହଜାର ୬୭୩କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୮୮ ଆକ୍ରାନ୍ତ । ଖୋର୍ଦ୍ଧା ପରେ ମୟୂରଭଞ୍ଜରୁ ୨୬ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।
Odisha Covid Recovery Report: ସୁସ୍ଥ ହେଲେ ଆଉ 212 ସଂକ୍ରମିତ
ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୧୨ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୯ ହଜାର ୬୭୩କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ
Odisha Covid Recovery Report: ସୁସ୍ଥ ହେଲେ ଆଉ 212 ସଂକ୍ରମିତ
ବାଲେଶ୍ବରରୁ ୧୩, କଟକରୁ ୧୨,ଯାଜପୁରରୁ ୧୦, ସୁନ୍ଦରଗଡରୁ ୧୦, ସମ୍ବଲପୁରରୁ ୭ ଓ ପୁରୀରୁ ୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗଞ୍ଜାମରୁ ୩,ଜଗତସିଂହପୁରରୁ ୩, ଝାରସୁଗୁଡାରୁ ୩ ଓ ଭଦ୍ରକରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ବଲାଙ୍ଗୀରରୁ ୨, କେନ୍ଦ୍ରାପଡାରୁ ୨, ରାୟଗଡାରୁ ୨, ଦେଓଗଡରୁ ୧ ଓ କେନ୍ଦୁଝରରୁ ୧ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ୨୨ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ