ଓଡିଶା

odisha

ETV Bharat / city

ରାଜ୍ୟରେ ୫୦ ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା - 2 more covid-19 positive

2 more covid-19 positive
ରାଜ୍ୟରେ ୫୦ ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

By

Published : Apr 11, 2020, 12:20 AM IST

Updated : Apr 11, 2020, 9:54 AM IST

00:12 April 11

ରାଜ୍ୟରେ ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ଵାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି । ଶୁକ୍ରବାର ୨୯୮ଟି ନମୁନା ପରିକ୍ଷା ହୋଇଥିବା ବେଳେ ସେଥିରୁ ୨ଟି କୋରୋନା ପଜିଟିଭ୍ ଥିବା ଜଣାପଡିଛି । ସେମାନେ କେଉଁ ଅଞ୍ଚଳର ତାହା ଜଣାପଡିନାହିଁ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି ।ସେଥିରୁ ୧୨ ଜଣ ସୁସ୍ଥ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ୫୦ ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ଵାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି । ଶୁକ୍ରବାର ୨୯୮ଟି ନମୁନା ପରିକ୍ଷା ହୋଇଥିବା ବେଳେ ସେଥିରୁ ୨ଟି କୋରୋନା ପଜିଟିଭ୍ ଥିବା ଜଣାପଡିଛି । ସେମାନେ କେଉଁ ଅଞ୍ଚଳର ତାହା ଜଣାପଡିନାହିଁ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି ।ସେଥିରୁ ୧୨ ଜଣ ସୁସ୍ଥ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ତପନ ଦାଶ, ଇଚିଭି ଭାରତ

Last Updated : Apr 11, 2020, 9:54 AM IST

ABOUT THE AUTHOR

...view details