ଓଡିଶା

odisha

ETV Bharat / city

4 ଦିନରେ ଅଢେଇ ଲକ୍ଷ ଗଣିଲେ ରାଜଧାନୀ ଅମାନିଆ - ରାଜଧାନୀରୁ ଫାଇନ ଆଦାୟ

ନିୟମ ଉଲ୍ଲଙ୍ଘନ କରି କେବଳ ରାଜଧାନୀରୁ ଫାଇନ ଗଣିଲେ 2 ହଜାର 517 ଜଣ ଅମାନିଆ । ଅଧିକ ପଢନ୍ତୁ....

4 ଦିନରେ ଅଢେଇ ଲକ୍ଷ ଗଣିଲେ ରାଜଧାନୀ ଅମାନିଆ
4 ଦିନରେ ଅଢେଇ ଲକ୍ଷ ଗଣିଲେ ରାଜଧାନୀ ଅମାନିଆ

By

Published : May 9, 2021, 11:01 PM IST

ଭୁବନେଶ୍ବର: ପୋଲିସ ଯେତେ ସଜାଗ ହେଲେ ମଧ୍ୟ ମାନିବାକୁ ନାରାଜ ଅମାନିଆ । ଫାଇନ ଗଣିଲେ ମଧ୍ୟ ନିୟମକୁ ବେଖାତିର କରୁଛନ୍ତି । ତେବେ କେବଳ ରାଜଧାନୀରେ ଫାଇନ ଗଣିଛନ୍ତି 2 ହଜାର 517 ଜଣ ଅମାନିଆ ।

ତେବେ ଗତ 5 ତାରିଖରୁ 8 ତାରିଖ ମଧ୍ୟରେ 2 ହଜାର 517 ଜଣ ଅମାନିଆ 2 ଲକ୍ଷ 57 ହଜାର 950 ଟଙ୍କା ଫାଇନ ଗଣିଛନ୍ତି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି । କେବଳ ଅମାନିଆଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲେ ବି ନିୟମ ଉଲ୍ଲଙ୍ଘନ କରି ମୋଟା ଅଙ୍କର ଫାଇନ ଗଣୁଛନ୍ତି ଅମାନିଆ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details