ଭୁବନେଶ୍ବର: ରାଜ୍ୟରେ ସର୍ବାଧିକ ସୁସ୍ଥ ହେଲେ 1673 । 36 ହଜାର ଟପିଲା ସୁସ୍ଥ ସଂଖ୍ୟା । ଯାହା ରାଜ୍ୟ ପାଇଁ ଏକ ଭଲ ଖବର । ଓଡିଶାର 28 ଟି ଜିଲ୍ଲାର ବୁଧବାର 1673 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସ୍ଵସ୍ଥ ସଂଖ୍ୟା 36478 ରେ ପହଞ୍ଚିଛି ।
ସୁସ୍ଥ ହେଲେ ଆଉ 1673 କୋରୋନା ଆକ୍ରାନ୍ତ
ରାଜ୍ୟ ପାଇଁ ଏକ ଭଲ ଖବର । ରାଜ୍ୟରେ ସର୍ବାଧିକ ସୁସ୍ଥ ହେଲେ 1673 । 36 ହଜାର ଟପିଲା ସୁସ୍ଥ ସଂଖ୍ୟା । ପଢନ୍ତୁ ସମ୍ପୂୁର୍ଣ୍ଣ ଖବର...
ଗଞ୍ଜାମରେ 389, ଖୋର୍ଦ୍ଧା 177, ସୁନ୍ଦରଗଡ 163, କଟକ 126, କୋରାପୁଟ120, ପୁରୀ 100, ସମ୍ବଲପୁର 61, ବରଗଡ 50, କେନ୍ଦୁଝର ଓ ରାୟଗଡାରେ 47, କନ୍ଧମାଳ 46, ନୟାଗଡ 35, ଯାଜପୁର34, ଗଜପତିରେ 33, କେନ୍ଦ୍ରାପଡାରେ 31, ବାଲେଶ୍ୱରରେ 30, ମାଲକାନଗିରିରେ 28, ଭଦ୍ରାଜରେ 26, ମୟୂରଭଞ୍ଜରେ 25, ଢେଙ୍କାନଲ ରେ 24, କଳାହାଣ୍ଡିରେ 21 ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ଭାବେ ବଲାଙ୍ଗୀରରେ 15, ସୁବର୍ଣ୍ଣପୁରରେ 14, ନବରଙ୍ଗପୁରରେ 11, ଜଗତସିଂହପୁରରେ 8, ଝାରସୁଗୁଡା 6, ଅନୁଗୋଳ 4, ବୌଦ୍ଧ ଓ ନୂଆପଡାରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 36478 ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ