ଓଡିଶା

odisha

ରାଜ୍ୟରେ 164 କୋରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ 164 କୋରୋନା ଆକ୍ରାନ୍ତ ସୁସ୍ଥ । କୋରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା 5353ରେ ପହଞ୍ଚିଛି । ଅଧିକ ପଢନ୍ତୁ..

By

Published : Jul 1, 2020, 4:52 PM IST

Published : Jul 1, 2020, 4:52 PM IST

ରାଜ୍ୟରେ 164 କୋରୋନା ଆକ୍ରାନ୍ତ ସୁସ୍ଥ
ରାଜ୍ୟରେ 164 କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ 164 କୋରୋନା ଆକ୍ରାନ୍ତ ସୁସ୍ଥ । ଏହି କ୍ରମରେ କୋରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା 5353ରେ ପହଞ୍ଚିଛି ।

ରାଜ୍ୟରେ 164 କୋରୋନା ଆକ୍ରାନ୍ତ ସୁସ୍ଥ

ତେବେ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ 48, ଜଗତସିଂହପୁରର 31, ବାଲେଶ୍ବରର 26, କଟକର 25 ଜଣ ରହଛନ୍ତି । ସେହିପରି ଯାଜପୁର ଓ ଖୋର୍ଦ୍ଧାରୁ 12, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡରୁ 3, କେନ୍ଦୁଝରରୁ 2, ଭଦ୍ରକ ଓ ନୟାଗଡ଼ରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details