ଓଡିଶା

odisha

By

Published : Jan 1, 2022, 10:35 PM IST

ETV Bharat / city

Odisha Covid Recovery Report : ସୁସ୍ଥ ହେଲେ ଆଉ 159

ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 159 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 44 ହଜାର 962କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid Recovery Report : ସୁସ୍ଥ ହେଲେ ଆଉ 159
Odisha Covid Recovery Report : ସୁସ୍ଥ ହେଲେ ଆଉ 159

ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 159 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 44 ହଜାର 962କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ 86 ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ ୧୪ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

ସମ୍ବଲପୁରରୁ ୮, ଦେବଗଡରୁ ୬, ରାୟଗଡାରୁ ୫, କେନ୍ଦ୍ରାପଡାରୁ ୪, ଝାରସୁଗୁଡାରୁ ୩, ମୟୂରଭଞ୍ଜରୁ ୩, ବାଲେଶ୍ବରରୁ ୨ ଓ ବଲାଙ୍ଗୀରରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଜଗତସିଂହପୁରରୁ ୧ ଓ ପୁରୀରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୨୦।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details