ଭୁବନେଶ୍ବର: ଆହାରକୁ ମିଳିଲା ଆଇଏସଓ(ISO) ମାନ୍ୟତା। ରାଜ୍ୟର ଥିବା 158ଟି ଆହାର କେନ୍ଦ୍ର ଓ 34ଟି ରୋଷେଇଶାଳାକୁ ମିଳିଛି ଏହି ପ୍ରମାଣପତ୍ର।
ଆହାରକୁ ମିଳିଲା ISO ସାର୍ଟିଫିକେଟ - 158 aadhar kendra getting iso certified
ଆହାରକୁ ମିଳିଲା ଆଇଏସଓ(ISO) ମାନ୍ୟତା। ରାଜ୍ୟର ଥିବା 158ଟି ଆହାର କେନ୍ଦ୍ର ଓ 34ଟି ରୋଷେଇଶାଳାକୁ ମିଳିଛି ଏହି ପ୍ରମାଣପତ୍ର।
ଆହାରକୁ ମିଳିଲା ISO ସାର୍ଟିଫିକେଟ
ଏଥିପାଇଁ ନଗର ଉନ୍ନୟନ ବିଭାଗ, ଜିଲ୍ଲାପାଳ ଓ ସହଯୋଗର ହାତ ବଢାଇଥିବା ଶିଳ୍ପସଂସ୍ଥାକୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ ଏହି ପ୍ରମାଣ ପତ୍ର ମିଳିବା ପରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି। ଏହା ଖୁସିର କଥା, ଖାଦ୍ୟର ଗୁଣବତ୍ତା ଦୃଷ୍ଟିରୁ ଆମକୁ ଏହି ଆଇଏସଓ ସାର୍ଟିଫିକେଟ ମିଳିଛି ବୋଲି ସେ କହିଛନ୍ତି। ଆହାର ଯୋଜନାରେ ସହରାଞ୍ଚଳର ଗରିବ ଲୋକଙ୍କୁ ପାଞ୍ଚ ଟଙ୍କାରେ ଖାଇବାକୁ ଦେଉଛନ୍ତି ସରକାର।
ଆହାରକୁ ମିଳିଲା ISO ସାର୍ଟିଫିକେଟ
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ