ଓଡିଶା

odisha

By

Published : Jan 2, 2022, 7:22 PM IST

ETV Bharat / city

Odisha Covid Recovery Report : ସୁସ୍ଥ ହେଲେ ଆଉ 147

ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 147 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 45 ହଜାର 109କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid Recovery Report : ସୁସ୍ଥ ହେଲେ ଆଉ 147
Odisha Covid Recovery Report : ସୁସ୍ଥ ହେଲେ ଆଉ 147

ଭୁବନେଶ୍ବର :ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 147 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 45 ହଜାର 109କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ 59 ଆକ୍ରାନ୍ତ । ଖୋର୍ଦ୍ଧା ପରେ ସୁନ୍ଦରଗଡରୁ 15 ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

କଟକରୁ ୧୧, କେନ୍ଦ୍ରାପଡାରୁ ୧୦, ସମ୍ବଲପୁରରୁ ୮, ଜଗତସିଂହପୁରରୁ ଓ ଝାରସୁଗୁଡାରୁ ୫ ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି ପୁରୀରୁ ୫, ଯାଜପୁରରୁ ୪, ଦେଓଗଡରୁ ୩, ରାୟଗଡାରୁ ୩, ଗଞ୍ଜାମରୁ ୨, ମୟୂରଭଞ୍ଜରୁ ୨, ନୟାଗଡରୁ ୨ ଓ ବାଲେଶ୍ବରରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୧୧ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details