ଓଡିଶା

odisha

ETV Bharat / city

ପୁଣି ରାଜ୍ୟରୁ 145 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, 347ରେ ପହଞ୍ଚିଲା ସଂଖ୍ୟା

ପୁଣି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪୫ ଓମିକ୍ରନ ଆକ୍ରାନ୍ତ । ସୂଚନା ଦେଲା ILS । ଅଧିକ ପଢନ୍ତୁ

By

Published : Jan 19, 2022, 5:29 PM IST

Updated : Jan 19, 2022, 10:49 PM IST

ପୁଣି ରାଜ୍ୟରୁ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଗୋଷ୍ଠୀ ସଂକ୍ରମିତ !
ପୁଣି ରାଜ୍ୟରୁ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଗୋଷ୍ଠୀ ସଂକ୍ରମିତ !

ଭୁବନେଶ୍ବର: ଏକାଥରେ ଲମ୍ଫ ମାରିଛି କୋଭିଡ ନ୍ୟୁ ଭାରିଏଣ୍ଟ ଓମିକ୍ରନ । ପୁଣି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪୫ ଓମିକ୍ରନ ଆକ୍ରାନ୍ତ । ଏନେଇ ILS ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ:- ଭୟଭୀତ ହୁଅନ୍ତୁ ନାହିଁ, ଆଗାମୀ କିଛି ଦିନ ଗୁରୁତ୍ବପୂର୍ଣ୍ଣ: ମୁଖ୍ୟ ଶାସନ ସଚିବ

ତେବେ ନୂଆ ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭ ରେ ପହଞ୍ଚିଛି । ILS ଖବର ଅନୁଯାୟୀ ଜାନୁଆରୀ ୯ ରୁ ୧୬ ତାରିଖ ମଧ୍ୟରେ ୨୪୯ ଟି ସ୍ଥାନୀୟ ସଂକ୍ରମିତଙ୍କ ଜିନମ ସିକ୍ବେନ୍ସି ପରୀକ୍ଷା କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୪୫ ଓମିକ୍ରନ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 19, 2022, 10:49 PM IST

ABOUT THE AUTHOR

...view details