ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର କୋରୋନାରୁ ପୁଣି ସୁସ୍ଥ ହେଲେ 1448 ଆକ୍ରାନ୍ତ । ଏଥି ସହିତ ରାଜ୍ୟରେ କୋରୋନା ଆରୋଗ୍ୟ ସଂଖ୍ୟା 3 ଲକ୍ଷ ମାଇଲଖୁଣ୍ଟ ନିକଟତର ହୋଇଛି । ମୋଟ ଆରୋଗ୍ୟ ସଂଖ୍ୟା 291137 ରହିଛି।
ରାଜ୍ୟରେ ଆଜି ସୁସ୍ଥ ହଲେ 1448 - କୋରୋନା ସୁସ୍ଥତା ସଂଖ୍ୟା
ମଙ୍ଗଳବାର ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଛନ୍ତି 1448 ଆକ୍ରାନ୍ତ । ଏହାସହ ରାଜ୍ୟରେ କୋରୋନାରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 291137ରେ ପହଁଞ୍ଚିଛି । ଅଧିକ ପଢ଼ନ୍ତୁ...
![ରାଜ୍ୟରେ ଆଜି ସୁସ୍ଥ ହଲେ 1448 1448 more corona patient recovered, corona update today, state corona recovery, ରାଜ୍ୟରେ ଆଜି ସୁସ୍ଥ ହଲେ 1448, କୋରୋନା ସୁସ୍ଥତା ସଂଖ୍ୟା, ରାଜ୍ୟରେ କୋରୋନା ଆରୋଗ୍ୟ ସଂଖ୍ୟା](https://etvbharatimages.akamaized.net/etvbharat/prod-images/768-512-9503833-899-9503833-1605021116559.jpg)
ମଙ୍ଗଳବାର 30ଟି ଜିଲ୍ଲାରେ 1448 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ସେଥି ମଧ୍ୟରୁ ଖୋର୍ଦ୍ଧାରୁ 161, କଟକରୁ 107, ବରଗଡ଼ରୁ 99, ସୁନ୍ଦରଗଡ଼ରୁ 98, କଳାହାଣ୍ଡି ରେ 72, ଜଗତସିଂହପୁରରୁ 70, ନୂଆପଡାରୁ 68, କେନ୍ଦୁଝରରୁ 66, ମୟୁରଭଞ୍ଜରୁ 66, ବାଲେଶ୍ବରରୁ 58, ପୁରୀରୁ 57, ଅନୁଗୋଳରୁ 53, ଭଦ୍ରକରୁ 49, ବଲାଙ୍ଗୀରରୁ ଓ କେନ୍ଦ୍ରାପଡାରୁ 49, ସମ୍ବଲପୁରରୁ 43, ଯାଜପୁରରୁ 41, ଝରସୁଗୁଡ଼ାରୁ 29, ମାଲକାନଗିରିରୁ 28, ନବରଙ୍ଗପୁରରୁ 28, ଢେଙ୍କାନଳରୁ 23, ସୁବର୍ଣ୍ଣପୁରରୁ 22, ଗଞ୍ଜାମରୁ 19, କୋରାପୁଟରୁ 17, କନ୍ଧମାଳରୁ 12, ନୟାଗଡରୁ 12, ରାୟଗଡାରୁ 7, ଗଜପତିରୁ 6, ଦେଓଗଡରୁ 5 ଓ ଷ୍ଟେଟ ପୋଲରୁ 34 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ