ଓଡିଶା

odisha

ଆଜି ରାଜ୍ୟରୁ 140 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ

By

Published : Jan 26, 2021, 8:01 PM IST

ମଙ୍ଗଳବାର ରାଜ୍ୟରୁ 140 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 31ହଜାର 248 ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ 140 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ
ଆଜି ରାଜ୍ୟରୁ 140 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ମଙ୍ଗଳବାର ରାଜ୍ୟରୁ 140 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 31ହଜାର 248 ରେ ପହଞ୍ଚିଛି । ତେବେ ସୁନ୍ଦରଗଡ ଜିଲ୍ଲାରୁ ଆଜି ସର୍ବାଧିକ 20 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ରାଜ୍ୟରୁ 140 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ

ସୁନ୍ଦରଗଡରେ ମୋଟ 20ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ 14, ଯାଜପୁରରୁ 4, ଝାରସୁଗୁଡାରୁ 1, ନୂଆପଡାରୁ 8, କଟକରୁ 8, ମୟୂରଭଞ୍ଜରୁ 3, ପୁରୀରୁ 4, ରାୟଗଡାରୁ 3, ସମ୍ବଲପୁରରୁ 9, ଗଞ୍ଜାମରୁ 1, କୋରାପୁଟରୁ 1, କଟକରୁ 8, ଢେଙ୍କାନାଳ 1, କନ୍ଧମାଳ 1 । ସେହିପରି ଷ୍ଟେଟ ପୁଲ ସୁସ୍ଥ ସଂଖ୍ୟା 3 ରହିଛି ।

ଆଜି ରାଜ୍ୟରୁ 140 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details