ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ତାଳ ଦେଇ ବଢୁଛି ମୃତକଙ୍କ ସଂଖ୍ୟା । ଦିନକରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।
ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ 3, ମୟୂରଭଞ୍ଜରୁ 2, କଟକରୁ 1, କଳାହାଣ୍ଡିରୁ 1, କୋରାପୁଟରୁ 1 ଓ ସମ୍ବଲପୁରରୁ ଜଣଙ୍କର ମୃତ୍ୟୁ ଘଟିଛି ।