ଓଡିଶା

odisha

ETV Bharat / city

ବୃଦ୍ଧି ପାଇଲା ଦ୍ଵାଦଶ ଶ୍ରେଣୀ ଫର୍ମପୂରଣ ଅବଧି - ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଦ୍ଵାଦଶ ଶ୍ରେଣୀ ଫର୍ମ ଫିଲପ ଅବଧି ବୃଦ୍ଧି କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା ସୂଚନା । ଅଧିକ ପଢନ୍ତୁ

ବୃଦ୍ଧି ପାଇଲା ଦ୍ଵାଦଶ ଶ୍ରେଣୀ ଫର୍ମ ଫିଲପ ଅବଧି
ବୃଦ୍ଧି ପାଇଲା ଦ୍ଵାଦଶ ଶ୍ରେଣୀ ଫର୍ମ ଫିଲପ ଅବଧି

By

Published : Jan 10, 2022, 10:58 PM IST

ଭୁବନେଶ୍ବର:ଦ୍ଵାଦଶ ଶ୍ରେଣୀ ଫର୍ମ ଫିଲପ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତକାଲି ଫର୍ମ ପୂରଣର ଶେଷ ତାରିଖ ଥିବାବେଳେ ଏହାକୁ 18 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଉଚ୍ଚ ଶିକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ। ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ଏହି ନିଷ୍ପତ୍ତି ନେଇଛି ପରିଷଦ ।

ବୃଦ୍ଧି ପାଇଲା ଦ୍ଵାଦଶ ଶ୍ରେଣୀ ଫର୍ମ ଫିଲଅପ ଅବଧି



ତେବେ ଫାଇନ ସହ ସହ 18 ତାରିଖ ଯାଏଁ ଫର୍ମପୂରଣ କରିହେବ । 450 ଟଙ୍କା ଫାଇନ ଦେଇ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ଏପର୍ଯ୍ୟନ୍ତ 3ଲକ୍ଷ ଛତ୍ରଛାତ୍ରୀ ଫର୍ମ ଫିଲପ କରିସାରିଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ABOUT THE AUTHOR

...view details