ଓଡିଶା

odisha

ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 1271 ଆକ୍ରାନ୍ତ

By

Published : Nov 14, 2020, 7:44 PM IST

ରାଜ୍ୟରେ କୋରୋନା ଆରୋଗ୍ୟରେ 3 ଲକ୍ଷ ମାଇଲଖୁଣ୍ଟ ନିକଟତର ରହିଥିବା ବେଳେ ରାଜ୍ୟରେ ଆଜି 1271 ଜଣ ଆରୋଗ୍ୟ ହୋଇଛନ୍ତି। ଅଧିକ ପଢନ୍ତୁ..

ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 1271 ଆକ୍ରାନ୍ତ
ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 1271 ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କୋରୋନା ଆରୋଗ୍ୟରେ 3 ଲକ୍ଷ ମାଇଲଖୁଣ୍ଟ ନିକଟତର ରହିଥିବା ବେଳେ ରାଜ୍ୟରେ ଆଜି 1271 ଜଣ ଆରୋଗ୍ୟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 2,96,516 ଛୁଇଁଛି ।

ରାଜ୍ୟରେ ସୁସ୍ଥ ସଂଖ୍ୟା 3 ଲକ୍ଷ ନିକଟତର ରହିଛି। ଆଜି 30 ଟି ଜିଲ୍ଲରେ 1271 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଖୋର୍ଦ୍ଧା ରେ 146, କଟକ ରେ 116, ବାଲେଶ୍ୱରରେ 103, ମୟୁରଭଞ୍ଜ ରେ 94, ଅନୁଗୁଳ ରେ 66, ଜଗତସିଂହପୁର ରେ 58, ବରଗଡ ରେ 55, କଳାହାଣ୍ଡି ରେ 50, ନୂଆପଡା ରେ 46, କେନ୍ଦୁଝର ରେ 45, ବଲାଙ୍ଗିର ରେ 43 ଜଣ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ରାପଡା ରେ 41, ନବରଙ୍ଗପୁର ରେ 40, ଢେଙ୍କାନାଳରେ 35, ନୟାଗଡରେ 35, ପୁରୀରେ 34, ସମ୍ବଲପୁର ରେ 30, ମାଲକାନଗିରିରେ 25, ସୁନ୍ଦରଗଡ ରେ 25, ଯାଜପୁରର ରେ 20, ରାୟଗଡା ରେ 20, ଭଦ୍ରକ ରେ 19, ଝରସୁଗୁଆଦା ରେ 18, କୋରାପୁଟ ରେ 17, ସୋନପୁର ରେ 16, ଗଂଜାମ ରେ 14, କନ୍ଧମାଳ ରେ 13, ଦେଓଗଡ ରେ 11, ଗଜପତି ରେ 5 ଓ ଷ୍ଟେଟ ପୋଲ 31 ସୁସ୍ଥ ହୋଇଛନ୍ତି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details