ଭୁବନେଶ୍ବର:ରାଜ୍ୟର 1 ହଜାର 92 କନେଷ୍ଟବଲଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ । ରାଜ୍ୟର କାର୍ଯ୍ୟରତ ମୋଟ 1 ହଜାର 92 ଜଣ କନେଷ୍ଟବଳ, ଲାନ୍ସ ନାଏକ, ହାବିଲଦାରଙ୍କୁ ଏଏସଆଇ ପ୍ରଶିକ୍ଷଣ ପ୍ରଦାନ ପାଇଁ ମନୋମିତ କରିଛି ରାଜ୍ୟ ପୋଲିସ ବିଭାଗ । ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଟୁଇଟ କରି ସୂଚନା ଦେଇଛନ୍ତି ।
1092 କନେଷ୍ଟବଳଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ, ସୂଚନା ଦେଲେ ଡିଜିପି ଅଭୟ - ପୋଲିସ ଡିଜି ଅଭୟ
ରାଜ୍ୟର 1 ହଜାର 92 କନେଷ୍ଟବଲଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ । ଟ୍ବିଟ କରି ସୂଚନା ଦେଲେ ପୋଲିସ ଡିଜି ଅଭୟ । ପଢନ୍ତୁ ଅଧିକ.....
1 ହଜାର 92 କନେଷ୍ଟବଲଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ, ସୂଚନା ଦେଲେ ଡିଜିପି ଅ1 ହଜାର 92 କନେଷ୍ଟବଲଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ, ସୂଚନା ଦେଲେ ଡିଜିପି ଅଭୟଭୟ
ଏହାସହ ସେ ପ୍ରଶିକ୍ଷଣ ପାଇଁ ମନୋନିତ ହୋଇଥିବା ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ଏକ ଅନୁଧ୍ୟାନ ପର୍ଯ୍ୟାୟରେ ଉପଯୁକ୍ତ ପ୍ରମାଣିତ ହୋଇଥିବା ଯୋଗ୍ୟ ପୋଲିସ କର୍ମୀଙ୍କୁ ଏହି ପ୍ରଶିକ୍ଷଣ ଦେବା ପାଇଁ ସ୍ଥିର କରାଯାଇଛି । ଏହି ଚୟନ ପ୍ରକ୍ରିୟା ଖୁବ ସ୍ବଳ୍ପ ସମୟ ମଧ୍ୟରେ ଶେଷ ହୋଇଥିବାରୁ ପୋଲିସ ବିଭାଗକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଡିଜିପି ଅଭୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ