ଓଡିଶା

odisha

1092 କନେଷ୍ଟବଳଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ, ସୂଚନା ଦେଲେ ଡିଜିପି ଅଭୟ

By

Published : Dec 26, 2020, 4:38 PM IST

ରାଜ୍ୟର 1 ହଜାର 92 କନେଷ୍ଟବଲଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ । ଟ୍ବିଟ କରି ସୂଚନା ଦେଲେ ପୋଲିସ ଡିଜି ଅଭୟ । ପଢନ୍ତୁ ଅଧିକ.....

1 ହଜାର 92 କନେଷ୍ଟବଲଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ, ସୂଚନା ଦେଲେ ଡିଜିପି ଅଭୟ
1 ହଜାର 92 କନେଷ୍ଟବଲଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ, ସୂଚନା ଦେଲେ ଡିଜିପି ଅ1 ହଜାର 92 କନେଷ୍ଟବଲଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ, ସୂଚନା ଦେଲେ ଡିଜିପି ଅଭୟଭୟ

ଭୁବନେଶ୍ବର:ରାଜ୍ୟର 1 ହଜାର 92 କନେଷ୍ଟବଲଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ । ରାଜ୍ୟର କାର୍ଯ୍ୟରତ ମୋଟ 1 ହଜାର 92 ଜଣ କନେଷ୍ଟବଳ, ଲାନ୍ସ ନାଏକ, ହାବିଲଦାରଙ୍କୁ ଏଏସଆଇ ପ୍ରଶିକ୍ଷଣ ପ୍ରଦାନ ପାଇଁ ମନୋମିତ କରିଛି ରାଜ୍ୟ ପୋଲିସ ବିଭାଗ । ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଟୁଇଟ କରି ସୂଚନା ଦେଇଛନ୍ତି ।

1 ହଜାର 92 କନେଷ୍ଟବଲଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ, ସୂଚନା ଦେଲେ ଡିଜିପି ଅଭୟ

ଏହାସହ ସେ ପ୍ରଶିକ୍ଷଣ ପାଇଁ ମନୋନିତ ହୋଇଥିବା ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ଏକ ଅନୁଧ୍ୟାନ ପର୍ଯ୍ୟାୟରେ ଉପଯୁକ୍ତ ପ୍ରମାଣିତ ହୋଇଥିବା ଯୋଗ୍ୟ ପୋଲିସ କର୍ମୀଙ୍କୁ ଏହି ପ୍ରଶିକ୍ଷଣ ଦେବା ପାଇଁ ସ୍ଥିର କରାଯାଇଛି । ଏହି ଚୟନ ପ୍ରକ୍ରିୟା ଖୁବ ସ୍ବଳ୍ପ ସମୟ ମଧ୍ୟରେ ଶେଷ ହୋଇଥିବାରୁ ପୋଲିସ ବିଭାଗକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଡିଜିପି ଅଭୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details