ଓଡିଶା

odisha

ETV Bharat / city

ରାଜ୍ୟରେ 24 ଘଣ୍ଟାରେ 10 ହଜାର 405 ଆକ୍ରାନ୍ତ ସୁସ୍ଥ - କୋଭିଡ ରୋଗୀ

ରାଜ୍ୟରେ 24 ଘଣ୍ଟାରେ 10 ହଜାର 405 କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 6 ଲକ୍ଷ 80 ହଜାର 932 ରୋଗୀ ସୁସ୍ଥ ହେଲେଣି । ଅଧିକ ପଢନ୍ତୁ...

ରାଜ୍ୟରେ 24 ଘଣ୍ଟାରେ 10405 ଆକ୍ରାନ୍ତ ସୁସ୍ଥ
ରାଜ୍ୟରେ 24 ଘଣ୍ଟାରେ 10405 ଆକ୍ରାନ୍ତ ସୁସ୍ଥ

By

Published : May 31, 2021, 6:39 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଛି । ପ୍ରତିଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟରେ 24 ଘଣ୍ଟାରେ 10 ହଜାର 405 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 6 ଲକ୍ଷ 80 ହଜାର 932 ରୋଗୀ ସୁସ୍ଥ ହେଲେଣି ।

ରାଜ୍ୟରେ 24 ଘଣ୍ଟାରେ 10405 ଆକ୍ରାନ୍ତ ସୁସ୍ଥ

ଖୋର୍ଦ୍ଧାରୁ 1449, ସୁନ୍ଦରଗଡରୁ 954, ନୂଆପଡାରୁ 51, ଝାରସୁଗୁଡାରୁ 186, ବଲାଙ୍ଗିରରୁ 274, ପୁରୀରୁ 472, ବରଗଡରୁ 331, ସମ୍ବଲପୁରରୁ 354, କଟକରୁ 954, କଳାହାଣ୍ଡିରୁ 36, ଗଞ୍ଜାମରୁ 242, ବାଲେଶ୍ବରରୁ 181, ରାୟଗଡାରୁ 172, ମୟୂରଭଞ୍ଜରୁ 564, ନୟାଗଡ଼ରୁ 190, ଯାଜପୁରରୁ 495, ଭଦ୍ରକରୁ 482, କେନ୍ଦ୍ରାପଡାରୁ 305, ସୋନପୁରରୁ 123, କେନ୍ଦୁଝରରୁ 149, କୋରାପୁଟରୁ 251, ଅନୁଗୋଳରୁ 908, ଜଗତସିଂହପୁରରୁ 309, ଢେଙ୍କାନାଳରୁ 155, ନବରଙ୍ଗପୁରରୁ 255, ବୌଦ୍ଧରୁ 200, କନ୍ଧମାଳରୁ 82, ଦେବଗଡରୁ 106, ଗଜପତିରୁ 68, ମାଲକାନଗିରିରୁ 102 ଏବଂ ଷ୍ଟେଟ ପୋଲରୁ 254 ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ 24 ଘଣ୍ଟାରେ 10405 ଆକ୍ରାନ୍ତ ସୁସ୍ଥ

ଏନେଇ ଟ୍ବିଟ ଯୋଗେ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details