ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତାଙ୍କ ସଂଖ୍ୟା । ପୂର୍ବରୁ ଏହି ସଂଖ୍ୟା କମ ଥିବାବେଳେ ଏବେ ଏହା ବଢିବାରେ ଲାଗିଛି । ତେବେ ମଙ୍ଗବାର ପୁଣି ଏକ କୋଭିଡ-19 ପଜିଟିଭ ରିପୋର୍ଟ ହୋଇଛି । ଯାହାଦ୍ବାରା ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 170 ଛୁଇଁଛି ।
ରାଜ୍ୟରେ ପୁଣି ଜଣେ ଆକ୍ରାନ୍ତ, ସଂଖ୍ୟା 170କୁ ବୃଦ୍ଧି - corona virus news
ଓଡିଶାରେ ଚିନ୍ତା ବଢାଉଛି କୋରୋନା । ବର୍ତ୍ତମାନ ସୁଦ୍ଧା 170କୁ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...
ରାଜ୍ୟରେ ପୁଣି ଜଣେ ଆକ୍ରାନ୍ତ, ସଂଖ୍ୟା 170କୁ ବୃଦ୍ଧି
ସେହିପରି ବର୍ତ୍ତମାନ ସୁଦ୍ଧା ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 60 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସମୁଦାୟ ରାଜ୍ୟରେ 109ଟି ସକ୍ରିୟ କେସ ଥିବା ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ ପରିବାର କଲ୍ୟାଣ ବିଭାଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ