ଓଡିଶା

odisha

ETV Bharat / city

ବାତ୍ୟା 'ଅମ୍ପାନ' : ରାତି ଗୋଟାଏ ସୁଦ୍ଧା 1 ଲକ୍ଷ 16 ହଜାର ସ୍ଥାନାନ୍ତରିତ - ଅମ୍ପାନ

କମ୍ପନ ସୃଷ୍ଟି କଲାଣି ଅମ୍ପାନ । ରାତି 1 ସୁଦ୍ଧା 1 ଲକ୍ଷ 16 ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇଛି । ଅଧିକ ପଢନ୍ତୁ...

ରାତି ଗୋଟାଏ ସୁଦ୍ଧା 1 ଲକ୍ଷ 16 ହଜାର ସ୍ଥାନାନ୍ତରିତ
ରାତି ଗୋଟାଏ ସୁଦ୍ଧା 1 ଲକ୍ଷ 16 ହଜାର ସ୍ଥାନାନ୍ତରିତ

By

Published : May 20, 2020, 10:08 AM IST

ଭୁବନେଶ୍ବର: ଦିଗ ବଦଳାଇଲା ବାତ୍ୟା 'ଅମ୍ପାନ' । ପାରାଦୀପ ଠାରୁ ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗତରେ ଗତି କରିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ସେପଟେ ରାତି ତମାମ ଚାଲିଛି ଲୋକଙ୍କ ସ୍ଥାନାନ୍ତରଣ । ପ୍ରଭାବିତ ଜିଲ୍ଲାମାନଙ୍କୁ ଲୋକଙ୍କୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି ।

ରାତି ଗୋଟାଏ ସୁଦ୍ଧା 1 ଲକ୍ଷ 16 ହଜାର ସ୍ଥାନାନ୍ତରିତ
ରାତି ଗୋଟାଏ ସୁଦ୍ଧା 1 ଲକ୍ଷ 16 ହଜାର ସ୍ଥାନାନ୍ତରିତ

ଭଦ୍ରକ, ବାଲେଶ୍ଵର, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାରେ ତଳି ଅଞ୍ଚଳରୁ ଲୋକଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳୀମାନଙ୍କରେ ରଖିଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ମୁତାବକ ରାତି 1ଟା ସୁଦ୍ଧା ପ୍ରାୟ 1 ଲକ୍ଷ 16 ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଏ ପ୍ରକ୍ରିୟା ଆଜି ମଧ୍ୟ ଚାଲୁ ରହିବ।

ରାତି ଗୋଟାଏ ସୁଦ୍ଧା 1 ଲକ୍ଷ 16 ହଜାର ସ୍ଥାନାନ୍ତରିତ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details