ଓଡିଶା

odisha

ETV Bharat / city

ଭଦ୍ରେଶ୍ବର ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ଭଦ୍ରକ ବାଗୁରାଇ ବଜାରରେ ଥିବା ଭଦ୍ରେଶ୍ବର ମନ୍ଦିରରେ କଳାକନା ବୁଲାଇଛନ୍ତି ଲୁଟେରା । ଅଧିକ ପଢନ୍ତୁ...

miscreants-loot-in-bhadrak-bhadreshwar-temple
ଭଦ୍ରେଶ୍ବର ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

By

Published : Feb 15, 2020, 4:31 AM IST

ଭଦ୍ରକ: ଲୁଟେରାଙ୍କ ସହର ପାଲଟିଯାଇଛି ଭଦ୍ରକ । ପୁଣି ଭଦ୍ରକ ବାଗୁରାଇ ବଜାରରେ ଥିବା ଭଦ୍ରେଶ୍ବର ମନ୍ଦିରରେ କଳାକନା ବୁଲାଇଛନ୍ତି ଲୁଟେରା ।

ଭଦ୍ରେଶ୍ବର ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ମନ୍ଦିରରୁ ଚୋରି ହୋଇଥିବା ଜାଣି ପୂଜକ ଓ ବଜାର କମିଟିକୁ ଜଣାଇଥିଲେ । ମନ୍ଦିରରେ ଥିବା ଠାକୁରଙ୍କ ସମସ୍ତେ ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି । ଏନେଇ ବଜାର କମିଟି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ।

ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details