ଓଡିଶା

odisha

By

Published : Nov 27, 2020, 5:44 PM IST

ETV Bharat / city

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅବସରରେ ବ୍ରହ୍ମପୁରରେ ପ୍ରସ୍ତୁତ ହେଲା ସ୍ୟାଣ୍ଡ ଆନିମେସନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅବସରରେ ବ୍ରହ୍ମପୁରରେ ପ୍ରସ୍ତୁତ ହେଲା ସ୍ୟାଣ୍ଡ ଆନିମେସନ ।

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅବସରରେ ବ୍ରହ୍ମପୁରରେ ପ୍ରସ୍ତୁତ ହେଲା ସ୍ୟାଣ୍ଡ ଆନିଭେସନ୍
ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅବସରରେ ବ୍ରହ୍ମପୁରରେ ପ୍ରସ୍ତୁତ ହେଲା ସ୍ୟାଣ୍ଡ ଆନିଭେସନ୍

ବ୍ରହ୍ମପୁର:ଆଜି(ଶୁକ୍ରବାର) ମହାପ୍ରଭୁଙ୍କ ପବିତ୍ର ନାଗାର୍ଜୁନ ବେଶ । ସରକାରଙ୍କ କୋଭିଡ କଟକଣା ମଧ୍ୟରେ ପ୍ରତ୍ୟକ ୨୫ ବର୍ଷରେ ଥରେ ଆୟୋଜିତ ହେଉଥିବା ମହାପ୍ରଭୁଙ୍କ ଏହି ବେଶକୁ ଭକ୍ତ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି ।

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅବସରରେ ବ୍ରହ୍ମପୁରରେ ପ୍ରସ୍ତୁତ ହେଲା ସ୍ୟାଣ୍ଡ ଆନିଭେସନ୍

ଏହି ଅବସରରେ ବ୍ରହ୍ମପୁର ସହରରେ ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି ସ୍ୟାଣ୍ଡ ଆନିମେସନ୍ । ବାଲୁକା କଳା ମାଧ୍ୟମରେ ସତ୍ୟ ନିଜର ନିଖୁଣ ଭାବରେ ଏହାକୁ ପ୍ରସ୍ତୁତ କରିବା ସହିତ ଏକ ସୁନ୍ଦର ଭଜନ ମଧ୍ୟରେ ଏହାକୁ ଉପସ୍ଥାପନ କରିଥିବା ଦେଖିବାକୁ ମିଳିଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details