ବ୍ରହ୍ମପୁର: ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ଛାଡିବା ପାଇଁ ନିୟମିତ ଭାବରେ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଗଞ୍ଜାମକୁ ଆସୁଥିବା ବେଳେ ଯାତ୍ରୀଙ୍କୁ ଛାଡିବା ପରେ ଟ୍ରେନ ବଗି ଗୁଡିକୁ ସାନିଟାଇଜ କରାଯାଉଛି ।
ପ୍ରବାସୀ ଓଡିଆଙ୍କୁ ଛାଡିବା ପରେ ସାନିଟାଇଜ ହେଉଛି ଟ୍ରେନ ବଗି - ପ୍ରବାସୀ ଓଡିଆଙ୍କ ପାଇଁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ
ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ଛାଡିବା ପାଇଁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଗଞ୍ଜାମକୁ ଆସିବା ପରେ ସମସ୍ତ ଶ୍ରମିକଙ୍କୁ ଖାଲି କରି ଟ୍ରେନ ବଗିକୁ ସାନିଟାଇଜ କରାଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ପ୍ରବାସୀ ଓଡିଆଙ୍କୁ ଛାଡିବା ପରେ ସାନିଟାଇଜ ହେଉଛି ଟ୍ରେନ ବଗି ପ୍ରବାସୀ ଓଡିଆଙ୍କୁ ଛାଡିବା ପରେ ସଂପୂର୍ଣ୍ଣ ଟ୍ରେନ ବଗିକୁ କରାଯାଇଛି ସାନିଟାଇଜ](https://etvbharatimages.akamaized.net/etvbharat/prod-images/768-512-7076492-1037-7076492-1588698955893.jpg)
ପ୍ରବାସୀ ଓଡିଆଙ୍କୁ ଛାଡିବା ପରେ ସାନିଟାଇଜ ହେଉଛି ଟ୍ରେନ ବଗି
ପ୍ରବାସୀ ଓଡିଆଙ୍କୁ ଛାଡିବା ପରେ ସାନିଟାଇଜ ହେଉଛି ଟ୍ରେନ ବଗି
ଇଷ୍ଟକୋଷ୍ଟ ରେଳ ବିଭାଗ ପକ୍ଷରୁ ପ୍ରବାସୀ ଓଡିଆଙ୍କୁ ଛାଡିବା ପାଇଁ ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସୁରଟରୁ ଆସିଥିବା ସମସ୍ତ ଯାତ୍ରୀଙ୍କୁ ସାମାଜିକ ଦୂରତ୍ବରେ ବିଭିନ୍ନ ସ୍ଥାନକୁ ପଠାଯାଇଛି । ଏହାପରେ ଷ୍ଟେସନ ପରିସରରେ ଖାଲି ରହିଥିବା ଟ୍ରେନର ସମସ୍ତ ବଗି ଗୁଡିକୁ ଜୀବାଣୁ ମୁକ୍ତ କରିବା ପାଇଁ ରହିଥିବା ନିର୍ଦ୍ଦେଶନାମା ଅନୁଯାୟୀ ସମ୍ପୂର୍ଣ୍ଣ ଭାବରେ ବିଶୁଦ୍ଧିକରଣ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : May 6, 2020, 11:54 AM IST
TAGGED:
odia migrant