ବ୍ରହ୍ମପୁର:ତପସ୍ବିନୀ ଓ ସୁମିତ ମାମଲା (Sumit and Tapaswini couple marital discord case) । ଜିଲ୍ଲା କୋର୍ଟରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାୟ ସଂରକ୍ଷିତ । ବ୍ରହ୍ମପୁର ସହରର ବ୍ରହ୍ମାନଗର ତପସ୍ବିନୀ ଓ ସୁମିତ ବିବାହ ମାମଲାରେ ଆଜି ଗଞ୍ଜାମ ଜିଲ୍ଲା ଦୌରାଜର୍ଜ କୋର୍ଟରେ ଏହାର ରାୟକୁ ସଂରକ୍ଷିତ ରଖିଛନ୍ତି ।
ଏହି ମାମଲା ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଏହି ମାମଲାରେ ଉଭୟ ଦୁଇ ପକ୍ଷର ମତ ରଖିବା ପରେ ଗଞ୍ଜାମ ଜିଲ୍ଲା ଦୈରାଜର୍ଜ କୋର୍ଟରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାୟକୁ ସଂରକ୍ଷିତ ରଖିଛନ୍ତି ।