ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ କ୍ବାରେନଣ୍ଟାଇନ୍ ସେଣ୍ଟରରେ ପ୍ରଶାସନ ପକ୍ଷରୁ ଜାରି ହୋଇଛି ୧୪୪ ଧାରା । ଜିଲ୍ଲାରେ ପ୍ରବାସୀ ଓଡିଆଙ୍କ ଫେରିବା ପରେ ଅନେକଙ୍କ ମଧ୍ୟରେ ଦେଖାଦେଇଥିଲା କୋରୋନା ପଜିଟିଭ । ସୁରଟ ଫେରନ୍ତାଙ୍କ ମଧ୍ୟରେ ଅନେକ ପଜିଟିଭ୍ ସଂଖ୍ୟା ବାହାରିଛି । ଫଳରେ ଗଞ୍ଜାମରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଏବେ ୭୧ ସଂଖ୍ୟାକୁ ପହଞ୍ଚିଛି ।
ଗଞ୍ଜାମର ସମସ୍ତ କ୍ବାରେନଣ୍ଟାଇନ୍ ସେଣ୍ଟରରେ ଲାଗୁ ହେଲା ୧୪୪ ଧାରା - Section 144 applies to Section 144 applies to
ଗଞ୍ଜାମ ଜିଲ୍ଲାର ସମସ୍ତ କ୍ବାରେନଣ୍ଟାଇନ୍ ସେଣ୍ଟରରେ ପ୍ରଶାସନ ପକ୍ଷରୁ ଜାରି ହୋଇଛି ୧୪୪ ଧାରା । ସୁରଟ ଫେରନ୍ତାଙ୍କ ମଧ୍ୟରେ ଅନେକ ପଜିଟିଭ୍ ସଂଖ୍ୟା ବାହାରିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ଗଞ୍ଜାମର ସମସ୍ତ କ୍ବାରେନଣ୍ଟାଇନ୍ ସେଣ୍ଟରରେ ଲାଗୁ ହେଲା ୧୪୪ ଧାରା ଗଞ୍ଜାମର ସମସ୍ତ କ୍ବାରେନଣ୍ଟାଇନ୍ ସେଣ୍ଟରରେ ଲାଗୁ ହେଲା ୧୪୪ ଧାରା](https://etvbharatimages.akamaized.net/etvbharat/prod-images/768-512-7120344-191-7120344-1588959395404.jpg)
ଗଞ୍ଜାମର ସମସ୍ତ କ୍ବାରେନଣ୍ଟାଇନ୍ ସେଣ୍ଟରରେ ଲାଗୁ ହେଲା ୧୪୪ ଧାରା
ଗଞ୍ଜାମର ସମସ୍ତ କ୍ବାରେନଣ୍ଟାଇନ୍ ସେଣ୍ଟରରେ ଲାଗୁ ହେଲା ୧୪୪ ଧାରା
ଆଗାମୀ ସମୟରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବା ରହିଥିବାରୁ ପ୍ରଶାସନ ପାଇଁ ଏହା ଏକ ପ୍ରକାର ଚିନ୍ତାର କାରଣ ପାଲଟିଛି । ସେପଟେ ଜିଲ୍ଲାର ସମସ୍ତ କ୍ବାରେନଣ୍ଟାଇନ୍ ସେଣ୍ଟରରେ ୧୪୪ ଧାରା ଜାରି ହୋଇଥିବା ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ରହ୍ମପରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : May 9, 2020, 3:53 PM IST