ଓଡିଶା

odisha

ETV Bharat / city

ସ୍ୟାଣ୍ଡ ଆନିମେସନ୍ ଓ ବରପତ୍ରରେ ବାପୁଙ୍କୁ ସ୍ମରଣ କଲେ ବାଲୁକା ଶିଳ୍ପୀ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ଏହି ଉପଲକ୍ଷେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା ବରପତ୍ର ଓ ସ୍ୟାଣ୍ଡ ଆନିମେସନରେ ବାପୁଜୀଙ୍କୁ ସ୍ମରଣ କରିଛନ୍ତି ।

ସ୍ୟାଣ୍ଡ ଆନିମେସନ୍ ଓ ବରପତ୍ରରେ ବାପୁଙ୍କୁ ସ୍ମରଣ କଲେ ବାଲୁକା ଶିଳ୍ପୀ
ସ୍ୟାଣ୍ଡ ଆନିମେସନ୍ ଓ ବରପତ୍ରରେ ବାପୁଙ୍କୁ ସ୍ମରଣ କଲେ ବାଲୁକା ଶିଳ୍ପୀ

By

Published : Oct 2, 2020, 8:45 AM IST

ବ୍ରହ୍ମପୁର: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ସବୁଠି କୋରୋନା କଟକଣା ମଧ୍ୟରେ ଚାଲିଛି କାର୍ଯ୍ୟକ୍ରମ । ଏହି ଉପଲକ୍ଷେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା ବରପତ୍ରରେ ବାପୁଜୀଙ୍କୁ ସ୍ମରଣ କରିଛନ୍ତି ।

ସ୍ୟାଣ୍ଡ ଆନିମେସନ୍ ଓ ବରପତ୍ରରେ ବାପୁଙ୍କୁ ସ୍ମରଣ କଲେ ବାଲୁକା ଶିଳ୍ପୀ

ସେହିପରି ସ୍ୟାଣ୍ଡ ଆନିମେସନ ଜରିଆରେ ବାପୁଙ୍କୁ ସମ୍ମାନ ଦେଇଛନ୍ତି । ରଘୁପତି ରାଘବ ରାଜାରାମ ସଙ୍ଗୀତରେ ସେ ଏହି ସ୍ୟାଣ୍ଡ ଆନିମେସନ କରିଥିବା ଦେଖିବାକୁ ମିଳିଛି ।

ସ୍ୟାଣ୍ଡ ଆନିମେସନ୍ ଓ ବରପତ୍ରରେ ବାପୁଙ୍କୁ ସ୍ମରଣ କଲେ ବାଲୁକା ଶିଳ୍ପୀ
ସ୍ୟାଣ୍ଡ ଆନିମେସନ୍ ଓ ବରପତ୍ରରେ ବାପୁଙ୍କୁ ସ୍ମରଣ କଲେ ବାଲୁକା ଶିଳ୍ପୀ

ପୂର୍ବରୁ ସତ୍ୟ ଅନେକ ମହାପୁରୁଷଙ୍କ ଜୟନ୍ତୀ ଠାରୁ ଆରମ୍ଭ କରି ବିଭିନ୍ନ ପୂଜାପର୍ବରେ ବାଲୁକା କଳା ଓ ସ୍ୟାଣ୍ଡ ଆନିମେସନ କରି ଚର୍ଚ୍ଚାରେ ରହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details