ବ୍ରହ୍ମପୁର: ଗଞ୍ଜାମର ପୁରଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତର ପାଣ୍ଡିଆ ଗ୍ରାମକୁ ଆଶିଂକ ସଟଡାଉନ ଘୋଷଣା କରାଯାଇଛି । ପାଣ୍ଡିଆ ଗ୍ରାମରେ ଜଣେ କୋରୋନା ପଜଟିଭ୍ ଚିହ୍ନଟ ପରେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର କୋଭିଡ ହସ୍ପିଟାଲକୁ ପଠାଯାଇଛି ।
ପୁରଷୋତ୍ତମପୁର ପାଣ୍ଡିଆ ଗ୍ରାମ ଆଶିଂକ ସଟଡାଉନ - Pandia village
ଗଞ୍ଜାମର ପୁରଷୋତ୍ତମପୁର ପାଣ୍ଡିଆ ଗ୍ରାମକୁ ଆଶିଂକ ସଟଡାଉନ ଘୋଷଣା । ଏହି ଗ୍ରାମର ଜଣେ ବ୍ୟକ୍ତି କୋରୋନା ପଜେଟିଭ ଚିହ୍ନଟ ପରେ ପ୍ରଶାସନ ଏଭଳି ଘୋଷଣା କରିଛି । ଅଧିକ ପଢନ୍ତୁ..
![ପୁରଷୋତ୍ତମପୁର ପାଣ୍ଡିଆ ଗ୍ରାମ ଆଶିଂକ ସଟଡାଉନ Pandia GP containment zone](https://etvbharatimages.akamaized.net/etvbharat/prod-images/768-512-7374019-236-7374019-1590604297943.jpg)
ପୁରଷୋତ୍ତମପୁର ପାଣ୍ଡିଆ ଗ୍ରାମ ଆଶିଂକ ସର୍ଟଡାଉନ
ତେବେ ଆକ୍ରାନ୍ତ ବ୍ୟକ୍ତି କାହା ସଂପର୍କରେ ଆସିଛନ୍ତି, ସେ ନେଇ ଗ୍ରାମରେ ପ୍ରତ୍ୟେକ ଘର ବୁଲି ବୁଲି ସ୍ୱାସ୍ଥ୍ୟ ବିଭାଗର ଟିମ୍ ଅନୁଧ୍ୟାନ କରିବେ । ଏହି ସଟଡାଉନ୍ ଘୋଷଣା ପରେ ପ୍ରଶାସନର ଅଧିକାରୀ ମାନେ ଗ୍ରାମକୁ ବୁଲି ଯାଞ୍ଚ ଜାରି ରଖିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ