ବ୍ରହ୍ମପୁର: ନୂତନ କୃଷି ନୀତି ବିରୁଦ୍ଧରେ ବ୍ରହ୍ମପୁର ସହରର ଆର.ଡି.ସିଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ କରାଯାଇଛି । ଭାରତୀୟ ବିକାଶ ପରିଷଦ, ନବନିର୍ମାଣ କୃଷକ ସଙ୍ଗଠନ ଏବଂ° ରଷିକୁଲ୍ୟା ରୟତି ମହାସଭା ଭଳି କୃଷକ ସଙ୍ଗଠନ ପକ୍ଷରୁ ସରକାରଙ୍କ ଏହି ନୀତିକୁ ତୀବ୍ର ସମାଲୋଚନା କରାଯାଇଛି ।
ନୂତନ କୃଷି ନୀତି ବିରୋଧରେ ବ୍ରହ୍ମପୁରରେ ପ୍ରତିବାଦ - Berhampur Protest
ନୂତନ କୃଷି ନୀତି ବିରୁଦ୍ଧରେ ବ୍ରହ୍ମପୁର ସହରର ଆର.ଡି.ସିଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ...
ନୂତନ କୃଷି ନୀତି ବିରୋଧରେ ବ୍ରହ୍ମପୁରରେ ପ୍ରତିବାଦ
ଏହି ଅବସରରେ ଆୟୋଜିତ ପ୍ରତିବାଦ ସଭା ପରେ ଏହି ନୂତନ କୃଷି ନୀତି ବିରୁଦ୍ଧରେ ଆର୍.ଡି.ସିଙ୍କ ଜରିଆରେ ଦେଶର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି କୃଷି ମନ୍ତ୍ରୀ ଏବଂ ପ୍ରଶାସନଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ନୂଆ କୃଷି ଆଇନକୁ ନେଇ ବିଭିନ୍ନ ସ୍ଥାନରେ ଜାରି ରହିଛି ବିରୋଧ । କଂଗ୍ରେସ ସମେତ ବିଭିନ୍ନ ବିରୋଧି ଦଳ ଏହି ଆଇନକୁ ବିରୋଧ କରି ଆସୁଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ