ବ୍ରହ୍ମପୁର: ଭିଜିଲାନ୍ସ ସ୍କାନରରେ କ୍ରୀଡା ଶିକ୍ଷକ । ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଜୟନ୍ତିପୁର ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ସମେତ ମୋଟ ୧୧ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ କରାଯାଇଛି ।
ଭିଜିଲାନ୍ସ ସ୍କାନରରେ କ୍ରୀଡା ଶିକ୍ଷକ, ୧୧ଟି ସ୍ଥାନରେ ଚାଲିଛି ରେଡ୍ - ବ୍ରହ୍ମପୁର ଭିଜିଲାନ୍ସ ରେଡ
କ୍ରୀଡା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୧ଟି ସ୍ଥାନରେ ରେଡ୍ । ଅଧିକ ପଢନ୍ତୁ
ଭିଜିଲାନ୍ସ ସ୍କାନରରେ କ୍ରୀଡା ଶିକ୍ଷକ: ୧୧ଟି ସ୍ଥାନରେ ଚାଲିଛି ରେଡ୍
ଭିଜିଲାନ୍ସ ସ୍କାନରରେ କ୍ରୀଡା ଶିକ୍ଷକ, ୧୧ଟି ସ୍ଥାନରେ ଚାଲିଛି ରେଡ୍
କ୍ରୀଡା ଶିକ୍ଷକ ଦନାର୍ଦ୍ଦନଙ୍କ ବ୍ରହ୍ମପୁର ସହର ସ୍ଥିତ ଅନନ୍ତନଗରେ ଥିବା ବାସଭବନ, ଖୋଡାସିଙ୍ଗି ଠାରେ ଏକ ପ୍ଲଟ, ପାତ୍ରପୁରର ପେଟ୍ରୋଲ ପମ୍ପ, ପୈତୃକ ବାସଭବନ ସମେତ ଏକକାଳୀନ ୧୧ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରିଛି ।
Last Updated : Aug 5, 2022, 2:42 PM IST