ଭୁବନେଶ୍ବର:ଖୁବଶୀଘ୍ର ବସିବ ବଜେଟ ଅଧିବେଶନ । ମାର୍ଚ୍ଚ ୩୧ ପୂର୍ବରୁ ବସିବ ବିଧାନସଭା ବଜେଟ ଅଧିବେଶନ । ଏହାକୁ ନେଇ ରାଜ୍ୟପାଳଙ୍କ ଅନୁମୋଦନ ଆସିବା ପରେ ବିଧିବଦ୍ଧ ଭାବରେ ତାରିଖ ଘୋଷଣା କରାଯିବ । ଏହାକୁ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଖୁବଶୀଘ୍ର ବସିବ ବିଧାନସଭା ବଜେଟ ଅଧିବେଶନ - ଓଡ଼ିଶା ବିଜେଟ ଅଧିବେଶନ ସୂଚନା
ଖୁବଶୀଘ୍ର ବସିବ ବଜେଟ ଅଧିବେଶନ । ମାର୍ଚ୍ଚ ୩୧ ପୂର୍ବରୁ ବସିବ ବିଧାନସଭା ବଜେଟ ଅଧିବେଶନ । ଅଧିକ ପଢ଼ନ୍ତୁ
ବସିବ ବିଧାନସଭା ବଜେଟ ଅଧିବେଶନ, ସୂଚନା ଦେଲେ ବାଚସ୍ପତି
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ