ଓଡିଶା

odisha

ETV Bharat / city

ପାରିବାରିକ କଳହକୁ କେନ୍ଦ୍ର କରି ଦାଦାକୁ ହତ୍ଯା କଲା ପୁତୁରା - family conflict

ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ବେଲପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଦାଦାକୁ ହତ୍ୟା କରିଛି ପୁତୁରା। ଅଧିକ ପଢନ୍ତୁ...

ପାରିବାରିକ କଳହକୁ କେନ୍ଦ୍ର କରି ଦାଦାକୁ ହତ୍ଯା କଲା ପୁତୁରା

By

Published : Oct 22, 2019, 12:00 PM IST

ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅଧିନସ୍ଥ ବେଲପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ହୋଇଛି।

ଗତକାଲି ମଧ୍ୟ ରାତ୍ରିରେ ବେଲପୁର ଗ୍ରାମର ଟି.ସମ୍ବାରିଆ ରେଡ୍ଡିଙ୍କୁ ଖୋଦ୍ ନିଜ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଜ ବଡ ଦାଦାଙ୍କୁ ପୁତୁରା ଏକ ତେଣ୍ଟା ମାଡ କରି ଫେରାର ହୋଇଯାଇଥିବା ଜଣାପଡିଛି।

ପାରିବାରିକ କଳହକୁ କେନ୍ଦ୍ର କରି ଦାଦାକୁ ହତ୍ଯା କଲା ପୁତୁରା

ସେପଟେ କବିସୂର୍ଯ୍ୟନଗର ଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ୍ୟୁକଙ୍କୁ ସ୍ଥାନୀୟ ମେଡିକାଲରେ ରଖାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details