ବ୍ରହ୍ମପୁର:ଭାଇ ସାଜିଲା ଭଗାରୀ । ପାରିବାରିକ କଳହକୁ କେନ୍ଦ୍ରକରି ସାନଭାଇକୁ ହାଣି ହତ୍ୟା କଲା ବଡଭାଇ(Man Hacks Younger Brother) । ଆଜି ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ଗୁଜୁଲିଙ୍ଗୀ ଗାଁରେ ଏହି ବିଭତ୍ସ ହତ୍ୟାକଣ୍ଡ ଘଟିଛି । ମୃତକ ହେଲେ କାର୍ତ୍ତିକ କାର୍ଜି । ଭାଇକୁ ହତ୍ୟା କରିବା ପରେ ଅଭିଯୁକ୍ତ ବଡଭାଇ ଅସିନା କାର୍ଜି ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
ସାନଭାଇକୁ ହାଣିଲା ବଡଭାଇ ! - ସାନଭାଇକୁ ହାଣିଲା ବଡଭାଇ
ପାରିବାରିକ କଳହର କରୁଣ ପରିଣତି । ସାନଭାଇକୁ ହାଣି ହତ୍ୟା କଲା ବଡଭାଇ । ଅଧିକ ପଢନ୍ତୁ
![ସାନଭାଇକୁ ହାଣିଲା ବଡଭାଇ ! ସାନଭାଇକୁ ହାଣିଲା ବଡଭାଇ !](https://etvbharatimages.akamaized.net/etvbharat/prod-images/768-512-15811486-thumbnail-3x2-murderr.jpg)
ସାନଭାଇକୁ ହାଣିଲା ବଡଭାଇ !
ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରି ତଦନ୍ତ ଚଳାଇଛି ।
ଇଟିଭି ଭାରତ, ବ୍ରହ୍ମପୁର