ବ୍ରହ୍ମପୁର: ଅନ୍ତର୍ଜାତୀୟ ମହିଳା ଦିବସକୁ ନେଇ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ରେଶମ ସହର ବ୍ରହ୍ମପୁରରେ ଏହି ଅବସରରେ ଆୟୋଜିତ ହୋଇଯାଇଛି ଏକ ନିଆରା କାର୍ଯ୍ୟକ୍ରମ । ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭାରତୀୟ ସୈନ୍ୟ ବାହିନୀରେ କାର୍ଯ୍ୟରତ ଥିବା ବୀର ସୈନିକଙ୍କ ମା’ମାନଙ୍କୁ ସହରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କରାଯାଇଛି ସମ୍ବର୍ଦ୍ଧନା ।
ଅନ୍ତର୍ଜାତୀୟ ମହିଳା ଦିବସରେ ନିଆରା ପ୍ରୟାସ, ବୀର ଯବାନଙ୍କ ମା’ଙ୍କୁ ସମ୍ମାନ - ଅନ୍ତର୍ଜାତୀୟ ମହିଳା ଦିବସ
ଅନ୍ତର୍ଜାତୀୟ ମହିଳା ଦିବସକୁ ନେଇ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ରେଶମ ସହର ବ୍ରହ୍ମପୁରରେ ଏହି ଅବସରରେ ଆୟୋଜିତ ହୋଇଯାଇଛି ଏକ ନିଆରା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...
![ଅନ୍ତର୍ଜାତୀୟ ମହିଳା ଦିବସରେ ନିଆରା ପ୍ରୟାସ, ବୀର ଯବାନଙ୍କ ମା’ଙ୍କୁ ସମ୍ମାନ berhampur latest news, International women's day in berhampur, ବ୍ରହ୍ମପୁରରେ ଅନ୍ତର୍ଜାତୀୟ ମହିଳା ଦିବସ, International women's day, ଅନ୍ତର୍ଜାତୀୟ ମହିଳା ଦିବସ, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-6340869-thumbnail-3x2-bam.jpg)
ଅନ୍ତର୍ଜାତୀୟ ମହିଳା ଦିବସରେ ନିଆରା ପ୍ରୟାସ, ବୀର ଯବାନଙ୍କ ମା’ମାନଙ୍କୁ ସମ୍ମାନ
ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେଇଥିବା ପରିବାର ବର୍ଗ ମଧ୍ୟ ସେମାନଙ୍କ ସନ୍ତାନ ଦେଶ ମାତୃକାର ସେବା କରୁଥିବାରୁ ପ୍ରତ୍ୟେକ ଏହି ଅବସରରେ ନିଜକୁ ଗର୍ବିତ ବୋଲି କହିଥିଲେ । ସ୍ଥାନୀୟ ସାମନ୍ତରା ଏକୋଡମୀ ପରିସରରେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବୀର ଯବାନଙ୍କ ମା’ମାନଙ୍କ ସହିତ ଏହି ଅବସରରେ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।
ଅନ୍ତର୍ଜାତୀୟ ମହିଳା ଦିବସରେ ନିଆରା ପ୍ରୟାସ, ବୀର ଯବାନଙ୍କ ମା’ମାନଙ୍କୁ ସମ୍ମାନ
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ