ଓଡିଶା

odisha

ETV Bharat / city

ଧର୍ମମାସ କାର୍ତ୍ତିକ: ବ୍ରତ ପାଳିବାକୁ ପୁରୀ ଯାତ୍ରା କଲେ ହବିଷ୍ୟାଳି - Kartika Brata

ବ୍ରତ ପାଳନ କରିବା ପାଇଁ ଟ୍ରେନ ଯୋଗେଁ ପୁରୀ ଯାତ୍ରା କଲେ ହବିଷ୍ୟାଳି । ତେବେ ପୁରୀ ଅଭିମୁଖେ ବାହାରିଥିବା ହବିଷ୍ୟାଳିଙ୍କୁ ଶୁଭ କାମନା ଜଣାଇଛନ୍ତି ସମସ୍ତ ବର୍ଗର ବ୍ୟକ୍ତି । ଅଧିକ ଖବର ପଢନ୍ତୁ...

ଧର୍ମମାସ କାର୍ତ୍ତିକ: ବ୍ରତ କରିବାକୁ ଟ୍ରେନ ଯୋଗେଁ ଯାତ୍ରା ଆରମ୍ଭ କଲେ ହବିଷ୍ୟାଳି

By

Published : Oct 13, 2019, 8:22 PM IST

Updated : Nov 25, 2019, 7:49 AM IST

ବ୍ରହ୍ମପୁର: ରାତି ପାହିଲେ କାର୍ତ୍ତିକ ବ୍ରତ । ଏକ ମାସ ବ୍ୟାପି ହବିଷ୍ୟାଳି ପାଳନ କରିବେ ଏହି ଧର୍ମ ମାସର ପବିତ୍ର ବ୍ରତକୁ । ଏନେଇ ବ୍ରହ୍ମପୁର ଷ୍ଟେସନରେ ହବିଷ୍ୟାଳିଙ୍କ ପ୍ରବଳ ଭିଡ। ସରକାରଙ୍କ ହବିଷ୍ୟାଳି ଯୋଜନାରେ ସହରର ବହୁ ବରିଷ୍ଠ ମହିଳା ମାନେ କାର୍ତ୍ତିକ ବ୍ରତ ପଳିବାକୁ ପୁରୀକୁ ଟ୍ରେନ ଯୋଗେ ଯାତ୍ରା କରିଛନ୍ତି ।

ଧର୍ମମାସ କାର୍ତ୍ତିକ: ବତ୍ର କରିବାକୁ ଟ୍ରେନ ଯୋଗେଁ ଯାତ୍ରା ଆରମ୍ଭ କଲେ ହବିଷ୍ୟାଳି

ବ୍ରତ ପାଳନ କରିବା ପାଇଁ ପୁରୀ ଯାଉଥିବା ମହିଳାଙ୍କୁ ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ସା°ସଦ ଚନ୍ଦ୍ରଶେଖର ସାହୁ ପ୍ରମୁଖ ପହଞ୍ଚି ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି ।

ତେବେ ପୁରୀ ଅଭିମୁଖେ ବାହାରିଥିବା ହବିଷ୍ୟାଳିଙ୍କ ସହ ବ୍ରହ୍ମପୁର ରେଳଷ୍ଟେସନରେ ଆଲୋଚନା କରିଥିଲେ ଆମ ସମ୍ବାଦଦାତା । ଦେଖନ୍ତୁ ସ୍ବତନ୍ତ୍ର ରିପୋର୍ଟ...

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Nov 25, 2019, 7:49 AM IST

ABOUT THE AUTHOR

...view details