ବ୍ରହ୍ମପୁର: ବ୍ରହ୍ମପୁର କୋଭିଡ କଟକଣା ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେଲା ସ୍ୱର୍ଣ୍ଣ ପଦକ ପ୍ରଦାନ ଉତ୍ସବ । ସାରା ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଥିବା ବେଳେ କୂଳାଧିପତିଙ୍କ ସ୍ୱତନ୍ତ୍ର ଅନୁମତି ଅନୁଯାୟୀ ଏଭଳି କାର୍ଯ୍ୟକ୍ରମ ସିଣ୍ଡିକେଟ୍ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
କୋଭିଡ କଟକଣାରେ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ସ୍ୱର୍ଣ୍ଣପଦକ ପ୍ରଦାନ ଉତ୍ସବ - କୋଭିଡ କଟକଣାରେ ବିଶ୍ୱବିଦ୍ୟାଳୟ
ବ୍ରହ୍ମପୁର କୋଭିଡ କଟକଣା ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେଲା ସ୍ୱର୍ଣ୍ଣ ପଦକ ପ୍ରଦାନ ଉତ୍ସବ । ଅଧିକ ପଢନ୍ତୁ...
କୋଭିଡ କଟକଣାରେ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ସ୍ୱର୍ଣ୍ଣପଦକ ପ୍ରଦାନ ଉତ୍ସବ
କୋଭିଡ କଟକଣାରେ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ସ୍ୱର୍ଣ୍ଣପଦକ ପ୍ରଦାନ ଉତ୍ସବ
ଏହି ଅବସରରେ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି, କୂଳସଚିବ ରଞ୍ଜନ କୁମାର ବିଶ୍ବାଳ, ଉପକୁଳସଚିବ ଡ. ବାବୁଜୀ ସାମଲ ସହ କୁଳସଚିବ ଡ. ସରୋଜ କୁମାର ଦାଶ, ପି.ଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥ, ପରୀକ୍ଷା ନିୟନ୍ତ୍ରକ ଡ.ସୁରେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି କାର୍ଯ୍ୟକ୍ରମରେ ୨୦୧୯ ମସିହାରେ ବିଭିନ୍ନ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା କୃତି ବିଦ୍ୟାର୍ଥୀଙ୍କୁ ସ୍ୱର୍ଣ୍ଣ ପଦକ ସହିତ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ